ଫିନାଇଲ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ; ସାନ ପୁଅ ପରେ ଆଖି ବୁଜିଲେ ମା’ ଭଉଣୀ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ୨ ଦିନ ପୂର୍ବେ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏକ ପରିବାରର ୫ ସଦସ୍ୟଙ୍କ ମଧ୍ୟରୁ ଆଖି ବୁଜି ସାରିଲେଣି ୩ ସଦସ୍ୟ । ଗତକାଲି ଘରର ସାନ ପୁଅର ମୃତ୍ୟୁ ହୋଇଥିବା ବେଳେ ଏହାପରେ ତାଙ୍କ ମା’ ଓ ଜଣେ ଭଉଣୀ ମଧ୍ୟ ଆଖି ବୁଜିଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ୨ ଦିନ ପୂର୍ବେ ଏପରି ଅଭାବନୀୟ ଘଟଣା ଘଟିଥିଲା। ଘରର ବଡ଼ ପୁଅର ମୃତ୍ୟୁ […]

jharsuguda-1--1

jharsuguda-1--1

Niharika Rout
  • Published: Thursday, 04 June 2020
  • Updated: 04 June 2020, 08:58 AM IST

ଝାରସୁଗୁଡ଼ା (ଭାଗିରଥୀ ସାହୁ): ୨ ଦିନ ପୂର୍ବେ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏକ ପରିବାରର ୫ ସଦସ୍ୟଙ୍କ ମଧ୍ୟରୁ ଆଖି ବୁଜି ସାରିଲେଣି ୩ ସଦସ୍ୟ । ଗତକାଲି ଘରର ସାନ ପୁଅର ମୃତ୍ୟୁ ହୋଇଥିବା ବେଳେ ଏହାପରେ ତାଙ୍କ ମା’ ଓ ଜଣେ ଭଉଣୀ ମଧ୍ୟ ଆଖି ବୁଜିଥିବା ଜଣାଯାଇଛି।

ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ୨ ଦିନ ପୂର୍ବେ ଏପରି ଅଭାବନୀୟ ଘଟଣା ଘଟିଥିଲା। ଘରର ବଡ଼ ପୁଅର ମୃତ୍ୟୁ ପରେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଏପରି  ଚରମ ପଦକ୍ଷେପ ଉଠାଇଥିଲେ।  ଏହାପରେ ସମସ୍ତଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ପରେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଗତ ମଙ୍ଗଳବାର ରାତିରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାନ ପୁଅ ଶ୍ରୀକାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଗତ ରାତିରେ ଭଉଣୀ ପିଙ୍କି ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ୫୮ ବର୍ଷୀୟା ମା’ ପୁଷ୍ପାବତୀ ବିଶ୍ୱାଳ ଆଖି ବୁଜିଛନ୍ତି  ।

ଉଲ୍ଲେଖଯୋଗ୍ୟ ଯେ, ଘରର ବଡ଼ ପୁଅ ୨ ବର୍ଷ ପୂର୍ବେ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ବେଳେ ୨ ଦିନ ପୂର୍ବେ ତାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଭାଙ୍ଗିପଡ଼ି ସମସ୍ତ ପରିବାର ସଦସ୍ୟ ଏପରି ଚରମ ପଦକ୍ଷେପ ନେଇଥିଲେ। ଘରେ ବଡ଼ ପୁଅର ମୃତଦେହ ପଡ଼ିଥିବା ବେଳେ ମା’ ୩ ଭଉଣୀ ଓ ଜଣେ ଭାଇ ଫିନାଇଲ ପିଇ ଦେଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story