ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଏନବିସିସି ସହିତ ଏମଓୟୁ ସ୍ୱାକ୍ଷର କଲା ଏମସିଏଲ୍

ସମ୍ବଲପୁର: ତାଳଚେରରେ ଶହେ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା କରିବ ମହାନଦୀ କୋଲ ଫିଲଡ୍ ଲିମିଟେଡ- ଏମସିଏଲ୍। ମେଡିକାଲ୍ କଲେଜ ପ୍ରତିଷ୍ଠା ଲାଗି ଆଜି ଏମସିଏଲ ଓ ନିର୍ମାଣ ସଂସ୍ଥା ଏନବିସିସି ମଧ୍ୟରେ ଏମଓୟୁ ହୋଇଛି। ବୁର୍ଲାସ୍ଥିତ ଏମସିଏଲର କର୍ପୋରେଟ ଅଫିସରେ ଏମସିଏଲର ସିଏସଆର  ଜେନେରାଲ ମ୍ୟାନେଜର ବି.ବି. ମିଶ୍ର ଓ ଏନବିସିସିର  ଜେନେରାଲ ମ୍ୟାନେଜର ଭି.କେ. ଗୋଏଲ  ଏହି ଏମଓୟୁରେ ସ୍ୱାକ୍ଷର କରିଥିଲେ। ଏହି ମେଡିକାଲ କଲେଜ ପାଇଁ ୪୯୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ […]

mclmedical

mclmedical

Rakesh Mallick
  • Published: Friday, 14 August 2015
  • Updated: 14 August 2015, 04:23 PM IST

Sports

Latest News

ସମ୍ବଲପୁର: ତାଳଚେରରେ ଶହେ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା କରିବ ମହାନଦୀ କୋଲ ଫିଲଡ୍ ଲିମିଟେଡ- ଏମସିଏଲ୍। ମେଡିକାଲ୍ କଲେଜ ପ୍ରତିଷ୍ଠା ଲାଗି ଆଜି ଏମସିଏଲ ଓ ନିର୍ମାଣ ସଂସ୍ଥା ଏନବିସିସି ମଧ୍ୟରେ ଏମଓୟୁ ହୋଇଛି। ବୁର୍ଲାସ୍ଥିତ ଏମସିଏଲର କର୍ପୋରେଟ ଅଫିସରେ ଏମସିଏଲର ସିଏସଆର  ଜେନେରାଲ ମ୍ୟାନେଜର ବି.ବି. ମିଶ୍ର ଓ ଏନବିସିସିର  ଜେନେରାଲ ମ୍ୟାନେଜର ଭି.କେ. ଗୋଏଲ  ଏହି ଏମଓୟୁରେ ସ୍ୱାକ୍ଷର କରିଥିଲେ।

ଏହି ମେଡିକାଲ କଲେଜ ପାଇଁ ୪୯୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨୮ ଏକର ଜମିରେ ମେଡିକାଲ କଲେଜ ନିର୍ମାଣ ହେବ। ଦୁଇ ବର୍ଷ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ମେଡିକାଲ କଲେଜରେ ୩ ଶହ ପିଲା ରହିବା ଭଳି ବୟଜ ହେଷ୍ଟଲ ଓ ୨ ଶହ ଝିଅଙ୍କ ଲାଗି ଗର୍ଲସ ହେଷ୍ଟଲ ମଧ୍ୟ ରହିବ। ଏମସିଏଲ ସିଏସ୍ଆର ଜେନେରାଲ ମ୍ୟାନେଜର ବି.ବି. ମିଶ୍ର ଓ ନିର୍ମାଣ ସଂସ୍ଥା ଏନ୍ବିସିସିର ଜେନେରାଲ ମ୍ୟାନେଜର ଭି.କେ. ଗୋଏଲଙ୍କ ମଧ୍ୟରେ ଏହି ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏମସିଏଲ ସିଏମଡି ଅନିମେଶ ନନ୍ଦନ ସହାୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story