ମୁଁ’ କାହାକୁ ଭୂତ ବୋଲି କହି ନାହିଁ: ଦାମ

ଭୁବନେଶ୍ୱର: ଗତ ମଙ୍ଗଳବାର ବିଜେଡିର ତିନି ନେତାଙ୍କୁ ଭୂତ ବୋଲି କହି ସମାଲୋଚନା କରିଥିବା ବରିଷ୍ଠ ମନ୍ତ୍ରୀ ଦାମଦୋର ରାଉତ ଏବେ ଏହି ପ୍ରସଙ୍ଗରେ ବୟାନ ବଦଳାଇଛନ୍ତି। ମନ୍ତ୍ରୀ ଦାମଦୋର ରାଉତ କହିଛନ୍ତି,“ ମୁଁ କାହାକୁ ଭୂତ ବୋଲି କହି ନାହିଁ। ମୁଖ୍ୟମନ୍ତ୍ରୀ ମୋତେ ଗାଡ଼ିରେ ବସିବାକୁ କହିବା ପରେ ମୁଁ ଗାଡ଼ି ନିକଟକୁ ଯାଇଥିଲି। ଗାଡ଼ିରେ ତିନି ନେତା ଦେବାଶିଷ ସାମନ୍ତରାୟ , ପ୍ରତାପ ଜେନା ଓ ବିଷ୍ଣୁ ଦାସ ବସିଥିଲେ। ଏମାନଙ୍କୁ ଦେଖି ମୁଁ […]

dama

dama

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 09:27 AM IST

Sports

Latest News

ଭୁବନେଶ୍ୱର: ଗତ ମଙ୍ଗଳବାର ବିଜେଡିର ତିନି ନେତାଙ୍କୁ ଭୂତ ବୋଲି କହି ସମାଲୋଚନା କରିଥିବା ବରିଷ୍ଠ ମନ୍ତ୍ରୀ ଦାମଦୋର ରାଉତ ଏବେ ଏହି ପ୍ରସଙ୍ଗରେ ବୟାନ ବଦଳାଇଛନ୍ତି। ମନ୍ତ୍ରୀ ଦାମଦୋର ରାଉତ କହିଛନ୍ତି,“ ମୁଁ କାହାକୁ ଭୂତ ବୋଲି କହି ନାହିଁ। ମୁଖ୍ୟମନ୍ତ୍ରୀ ମୋତେ ଗାଡ଼ିରେ ବସିବାକୁ କହିବା ପରେ ମୁଁ ଗାଡ଼ି ନିକଟକୁ ଯାଇଥିଲି। ଗାଡ଼ିରେ ତିନି ନେତା ଦେବାଶିଷ ସାମନ୍ତରାୟ , ପ୍ରତାପ ଜେନା ଓ ବିଷ୍ଣୁ ଦାସ ବସିଥିଲେ। ଏମାନଙ୍କୁ ଦେଖି ମୁଁ ଚମକି ପଡ଼ିବାରୁ ଭୂତ ବୋଲି ଭାବିଥିଲି।”

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ପ୍ରଭାତ ବିଶ୍ୱାଳ ଓ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଷ୍ଣୁ ଦାସଙ୍କ ବିରୋଧରେ ମନ୍ତ୍ରୀ ଦାମୋଦର ରାଉତ ବିଷ ଓଗାଳିଥିଲେ। ସେ ଦେବାଶିଷ, ପ୍ରତାପ ଓ ବିଷ୍ଣୁ ଦାସଙ୍କୁ ତିନି ଭୂତ ବୋଲି କହିଥିଲେ। ବିଭିନ୍ନ ସ୍ଥଳରେ ଏହି ନେତା ତାଙ୍କୁ ଅପମାନିତ କରିଥିବା ମଧ୍ୟ ଦାମ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story