ମୁଁ’ କାହାକୁ ଭୂତ ବୋଲି କହି ନାହିଁ: ଦାମ

ଭୁବନେଶ୍ୱର: ଗତ ମଙ୍ଗଳବାର ବିଜେଡିର ତିନି ନେତାଙ୍କୁ ଭୂତ ବୋଲି କହି ସମାଲୋଚନା କରିଥିବା ବରିଷ୍ଠ ମନ୍ତ୍ରୀ ଦାମଦୋର ରାଉତ ଏବେ ଏହି ପ୍ରସଙ୍ଗରେ ବୟାନ ବଦଳାଇଛନ୍ତି। ମନ୍ତ୍ରୀ ଦାମଦୋର ରାଉତ କହିଛନ୍ତି,“ ମୁଁ କାହାକୁ ଭୂତ ବୋଲି କହି ନାହିଁ। ମୁଖ୍ୟମନ୍ତ୍ରୀ ମୋତେ ଗାଡ଼ିରେ ବସିବାକୁ କହିବା ପରେ ମୁଁ ଗାଡ଼ି ନିକଟକୁ ଯାଇଥିଲି। ଗାଡ଼ିରେ ତିନି ନେତା ଦେବାଶିଷ ସାମନ୍ତରାୟ , ପ୍ରତାପ ଜେନା ଓ ବିଷ୍ଣୁ ଦାସ ବସିଥିଲେ। ଏମାନଙ୍କୁ ଦେଖି ମୁଁ ଚମକି ପଡ଼ିବାରୁ ଭୂତ ବୋଲି ଭାବିଥିଲି।”

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ପ୍ରଭାତ ବିଶ୍ୱାଳ ଓ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଷ୍ଣୁ ଦାସଙ୍କ ବିରୋଧରେ ମନ୍ତ୍ରୀ ଦାମୋଦର ରାଉତ ବିଷ ଓଗାଳିଥିଲେ। ସେ ଦେବାଶିଷ, ପ୍ରତାପ ଓ ବିଷ୍ଣୁ ଦାସଙ୍କୁ ତିନି ଭୂତ ବୋଲି କହିଥିଲେ। ବିଭିନ୍ନ ସ୍ଥଳରେ ଏହି ନେତା ତାଙ୍କୁ ଅପମାନିତ କରିଥିବା ମଧ୍ୟ ଦାମ କହିଥିଲେ।

ଆହୁରି ପଢ଼ନ୍ତୁ

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ବିବାଦରେ ବିଏମସି କମିଶନର: ବର୍ଷିଲେ ବିଜୟ , ଥାନାରେ ବି ମାମଲା

କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍‌ଡାଉନ୍ ଅବଧି

ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ସମ୍ଭବ ହେଲା: ଗଜପତି

ମନ୍ତ୍ରୀମହଲରେ ଟେନସନ୍, ପାୱାର କରିଡରରେ ବଢୁଛି ହାର୍ଟବିଟ୍

୨ବର୍ଷ ଯାଏଁ ଆର୍ଥିକ ଇମର୍ଜେନ୍ସୀ: ନିଯୁକ୍ତି, ଯୋଜନା ଓ ପ୍ରକଳ୍ପ ସବୁ ଠପ୍‌

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା