ମୁଖ୍ୟମନ୍ତ୍ରୀଙ୍କ ନବକଳେବର ସମୀକ୍ଷା: ବାକି ଥିବା କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନବକଳେବର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିରେ ନବକଳେବର ଲାଗି ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ କେତେ ସରିଛି ଓ ଆଉ କେତେ ବାକି ଅଛି ତାହାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏ ନେଇ ନବକଳେବର ଭିତ୍ତିଭୂମୀ ଅଧ୍ୟକ୍ଷ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ବାକି ଥିବା ଉନ୍ନୟନ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ସମୟସୀମା ଜାରି କରାଯାଇଛି […]

Naveen-Patnaik

Naveen-Patnaik

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 09:06 AM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନବକଳେବର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିରେ ନବକଳେବର ଲାଗି ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ କେତେ ସରିଛି ଓ ଆଉ କେତେ ବାକି ଅଛି ତାହାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏ ନେଇ ନବକଳେବର ଭିତ୍ତିଭୂମୀ ଅଧ୍ୟକ୍ଷ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ବାକି ଥିବା ଉନ୍ନୟନ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ସମୟସୀମା ଜାରି କରାଯାଇଛି । ସେ କହିଛନ୍ତି, ନବକଳେବରର ଡକୁମେଣ୍ଟେସନ କରାଯିବ । ଡିସେମ୍ବର ସୁଦ୍ଧା ସମଯାଜପୁର ରେଳ ଓଭରବ୍ରିଜର କାମ ସରିବ । ସେହିପରି ୨୦୧୬ ଫେବୃୟାରୀ ସୁଦ୍ଧା ଜାତୀୟ ରାଜପଥ କାମ ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସାକ୍ଷୀଗୋପାଳଠାରେ ନିର୍ମାଣ ଚାଲିଥିବା ଅଣ୍ଡରପାସର କାମ ଅକ୍ଟୋବର ସୁଦ୍ଧା ଶେଷ ହେବ । ପୁରୀ ସହରରେ ସ୍ୱରାଜ କାମ ୩୦ ପ୍ରତିଶତ ହୋଇଛି । ଡ୍ରେନେଜ କାମ ଆଉ ୨୧ କି.ମି. ବାକି ଥିବା ବିଧାୟକ ମହାନ୍ତି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଆଇନମନ୍ତ୍ରୀ, ଶକ୍ତିମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story