ବୋହୂକୁ ପିଟି ପିଟି ମାରିଲା, ରେଳ ଧାରଣାରେ ମୁଣ୍ଡ ରଖି ଆତ୍ମହତ୍ୟା କଲା

ସୁନ୍ଦରଗଡ଼: ବୋହୂକୁ ମାରି ଶ୍ୱଶୂରର ଆତ୍ମହତ୍ୟା ଅଭିଯୋଗ। ଏହି ଅଭାବନୀୟ ଘଟଣା ଘଟିଛି  ସୁନ୍ଦରଗଡ଼ ଜିଲ୍ଲା ଗିରେଲଡୁଙ୍ଗୁରି ଗାଁରେ। ଘରେ ପୁଅ ନ ଥିବା ବେଳେ ଶ୍ୱଶୂର ନିଜ ବୋହୂକୁ ପିଟିପିଟି ମାରିଦେବା ପରେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମହିଳାଙ୍କୁ  ହତ୍ୟା କରିବା ବେଳେ ତାଙ୍କର ୨ ପୁଅ ଏହାକୁ ଦେଖିଥିବା କହିଛନ୍ତି।  ସେମାନଙ୍କ କଥା ଆଧାରରେ ମୃତ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛିନ୍ତି।  ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ […]

death

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 09:49 PM IST

ସୁନ୍ଦରଗଡ଼: ବୋହୂକୁ ମାରି ଶ୍ୱଶୂରର ଆତ୍ମହତ୍ୟା ଅଭିଯୋଗ। ଏହି ଅଭାବନୀୟ ଘଟଣା ଘଟିଛି  ସୁନ୍ଦରଗଡ଼ ଜିଲ୍ଲା ଗିରେଲଡୁଙ୍ଗୁରି ଗାଁରେ। ଘରେ ପୁଅ ନ ଥିବା ବେଳେ ଶ୍ୱଶୂର ନିଜ ବୋହୂକୁ ପିଟିପିଟି ମାରିଦେବା ପରେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ମହିଳାଙ୍କୁ  ହତ୍ୟା କରିବା ବେଳେ ତାଙ୍କର ୨ ପୁଅ ଏହାକୁ ଦେଖିଥିବା କହିଛନ୍ତି।  ସେମାନଙ୍କ କଥା ଆଧାରରେ ମୃତ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛିନ୍ତି।  ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।  ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story