ଅଭାବନୀୟ ଦୃଶ୍ୟ; ବଞ୍ଚିଛି ଛୁଆଅଛୁଆଁ ଭେଦଭାବ, ମରିଗଲା ମଣିଷପଣିଆ

ଜୟପୁର(ଟି. ଗୌରି ଶଙ୍କର):  ପୁଅ କର୍ମର ଫଳ ଭୋଗିଲା ମା’ର ମୃତଦେହ। ପୁଅ ୬ ମାସ ତଳେ କରି ଦେଇଥିବା କାମ ପାଇଁ ମା’ର ଶବକୁ ଛୁଇଁଲେନି ଗ୍ରାମବାସୀ। ଭୁଲିଗଲେ ମାନବିକତା। ୬ ମାସ ତଳେ ପୁଅ ଅନ୍ୟ ଜାତି ଘରେ ଖାଇଦେଇଥିବାରୁ  ମା’ ମୃତଦେହକୁ ମିଳିଲାନି ୪ କାନ୍ଧ । ଫଳରେ ରାସ୍ତାରେ ଘୋଷାରି ଘୋଷାରି ମା’ ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଛନ୍ତି ପୁଅବୋହୂ । ଏପରି ହୃଦୟ ବିଦାରକ ଓ ଅମାନବୀୟ ଘଟଣା […]

deadbody

deadbody

Niharika Rout
  • Published: Thursday, 18 August 2022
  • Updated: 18 August 2022, 10:26 AM IST

Sports

Latest News

ଜୟପୁର(ଟି. ଗୌରି ଶଙ୍କର):  ପୁଅ କର୍ମର ଫଳ ଭୋଗିଲା ମା’ର ମୃତଦେହ। ପୁଅ ୬ ମାସ ତଳେ କରି ଦେଇଥିବା କାମ ପାଇଁ ମା’ର ଶବକୁ ଛୁଇଁଲେନି ଗ୍ରାମବାସୀ। ଭୁଲିଗଲେ ମାନବିକତା। ୬ ମାସ ତଳେ ପୁଅ ଅନ୍ୟ ଜାତି ଘରେ ଖାଇଦେଇଥିବାରୁ  ମା’ ମୃତଦେହକୁ ମିଳିଲାନି ୪ କାନ୍ଧ । ଫଳରେ ରାସ୍ତାରେ ଘୋଷାରି ଘୋଷାରି ମା’ ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଛନ୍ତି ପୁଅବୋହୂ ।

ଏପରି ହୃଦୟ ବିଦାରକ ଓ ଅମାନବୀୟ ଘଟଣା  କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ ଘଟିଛି। ମୃତା ମହିଳା ହେଲେ ମୁକ୍ତା ପରଜା । ଶେଷରେ ଛୁଆଁ ଅଛୁଆଁ ଭେଦଭାବ ଆଗରେ ଫିକା ପଡ଼ିଗଲା ମଣିଷପଣିଆ।

ପ୍ରାୟ ୬ମାସ ପୂର୍ବେ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତି ଘରେ ଖାଇଥିଲେ ।  ସେବେଠୁ ଗ୍ରାମବାସୀ ମଙ୍ଗଳାଙ୍କ ପରିବାରକୁ ଏକ ଘରକିଆ କରି ଦେଇଥିଲେ। ମୁକ୍ତାଙ୍କ ପରିବାର ସହ କେହି ମିଶୁ ନ ଥିବା ବେଳେ ଭୋଜି ଭାତରେ ବି ସାମିଲ କରୁ ନଥିଲେ ।

[caption id="attachment_758535" align="aligncenter" width="650"] deadbody ମୃତା ମହିଳାଙ୍କ କୋକେଇ ଭାର ସମ୍ଭାଳି ପାରୁ ନାହାନ୍ତି ପୁଅବୋହୂ ।[/caption]

ଇତି ମଧ୍ୟରେ ବାର୍ଦ୍ଧକ୍ୟଜନିତ କାରଣରୁ ଆଖି ବୁଜିଲେ ମୁକ୍ତା ।  ବୃଦ୍ଧାଜଣକ ମରିବା ପରେ ବି ଗାଁ ଲୋକଙ୍କ ରାଗ ଶାନ୍ତ ହୋଇ ନ ଥିଲା।  ମଙ୍ଗଳା ବହୁ କାକୁତିମିନତି ହେବା ସତ୍ତ୍ୱେ ତାଙ୍କ ମା’ଙ୍କ ଶବକୁ ୪ କାନ୍ଧ ଦେବାକୁ କେହି ଆଗେଇ ଆସିଲେନି।

ଶେଷରେ ବାଧ୍ୟ ହୋଇ କୋକେଇରେ ମା’ ମୃତଦେହକୁ ବାନ୍ଧି ତାକୁ ରାସ୍ତାରେ ଟାଣି ଟାଣି ନେଲେ ମଙ୍ଗଳା। ସମସ୍ତେ ଦେଖଣାହାରୀ ସାଜିଥିଲେ ବି କେହି ଆହା ପଦେ କହିବାକୁ ଆଗେଇ ଆସିଲେନି ।   ସ୍ୱାମୀଙ୍କର ଏପରି ଅସହାୟତାକୁ ବରଦାସ୍ତ କରି ନ ପାରି ବୋହୂ କୁନି ତାଙ୍କ ସହ ମିଶି କୋକେଇ ଧରିଥିଲେ।  ମାତ୍ର ସେ କୋକେଇ ଭାର ସମ୍ଭାଳି ପାରିଲେନି। ରାସ୍ତାରେ ବାରମ୍ବାର କୋକେଇ ପଡ଼ି ଯାଉଥିବା ବେଳେ ଶେଷରେ ତାହାକୁ ଘୋଷାରି ଘୋଷାରି ଶଶ୍ମାନକୁ ନେଇଥିଲେ ମଙ୍ଗଳା। ଆଉ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

ଆଜି ବି ସମାଜରେ ଛୁଆଁଅଛୁଆଁ ଭେଦଭାବ ତିଷ୍ଠି ରହିଥିବା ବେଳେ ତାହାର କରୁଣ ପରିଣତିକୁ ସହଜେ ଗ୍ରହଣ କରିପାରି ନାହାନ୍ତି ବୁଦ୍ଧିଜୀବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story