ମୁହଁ ଖୋଲିବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଇନ୍ଦିରା ଆବାସ କାର୍ଯ୍ୟାଦେଶ ବଣ୍ଟନରେ ହେରଫେର ନେଇ ପ୍ରତିବାଦ କରିବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ। ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅଞ୍ଚଳରୁ। ମୃତକଙ୍କ ନାଁ ପ୍ରତାପ ଭୂତିଆ। ତାଙ୍କ ଘର ଗଁନ୍ଦିଆର ଭୂତିଆ ସାହିରେ। ମୃତକଙ୍କ ଭାଇ, ଭାଉଜଙ୍କ ଅଭିଯୋଗ ଅନୁଯାୟୀ, ଇନ୍ଦିରା ଆବାସ ଗୃହ ବଣ୍ଟନ ବେଳେ ବାରମ୍ବାର ପ୍ରତାପଙ୍କ ନାଁ କାଟି ଦିଆଯାଇଥିଲା । ଏନେଇ ଗତ ମଙ୍ଗଳବାର ରାତିରେ ସ୍ଥାନୀୟ କିଛି ଯୁବକଙ୍କ ସହ ତାଙ୍କର […]

murder123

murder123

Jyoshna Pradhan
  • Published: Thursday, 22 August 2019
  • Updated: 22 August 2019, 12:08 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଇନ୍ଦିରା ଆବାସ କାର୍ଯ୍ୟାଦେଶ ବଣ୍ଟନରେ ହେରଫେର ନେଇ ପ୍ରତିବାଦ କରିବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ। ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅଞ୍ଚଳରୁ। ମୃତକଙ୍କ ନାଁ ପ୍ରତାପ ଭୂତିଆ। ତାଙ୍କ ଘର ଗଁନ୍ଦିଆର ଭୂତିଆ ସାହିରେ।

ମୃତକଙ୍କ ଭାଇ, ଭାଉଜଙ୍କ ଅଭିଯୋଗ ଅନୁଯାୟୀ, ଇନ୍ଦିରା ଆବାସ ଗୃହ ବଣ୍ଟନ ବେଳେ ବାରମ୍ବାର ପ୍ରତାପଙ୍କ ନାଁ କାଟି ଦିଆଯାଇଥିଲା । ଏନେଇ ଗତ ମଙ୍ଗଳବାର ରାତିରେ ସ୍ଥାନୀୟ କିଛି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକମାନେ ତାଙ୍କୁ ନିସ୍ତୁକ ପିଟିଥିଲେ। ଗୁରୁତର ଅବସ୍ଥାରେ ପ୍ରତାପଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଗଁନ୍ଦିଆ ଥାନା ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story