ବାପାଙ୍କର ଦାବି ସେ ଝିଅକୁ ଗିରଫ କରାଯାଉ, କଡ଼ା ସଜା ଦିଆଯାଉ

ରାଉରକଳେଲା(ପବନ ତୀୱାରି):ଯାହା କିଛି ଘଟିଛି ବାହାରୁ। ସ୍କୁଲ ଭିତରେ ତାଙ୍କ ଉପରେ ଚାପ ପକାଯାଇଛି। କେଉଁ ଝିଅ ଅଛି ମୁଁ ଜାଣି ନାହିଁ। କିନ୍ତୁ ସେଇ ଝିଅ ମୋ ପୁଅକୁ ଆତ୍ମହତ୍ୟା କରିବାକୁ ଚାପ ପକାଇଛନ୍ତି। ଆଖି ଆଗରେ ନିଜ ହାତଗଢ଼ା ସ୍ୱପ୍ନଟି ଭାଙ୍ଗିଯିବା ପରେ ଇଏ ହେଉଛି ଜଣେ ବାପାର କୋହ। ପୁଅର ମୃତ୍ୟୁ ବିଷୟରେ କହିବା ବେଳେ ଥରି ଯାଉଛି ସ୍ୱର ଓ କୋହରେ କୁହୁଳି ଯାଉଥିଲା କଣ୍ଠ। ନବମ ଶ୍ରେଣୀ ଛାତ୍ର ନିଲେସଙ୍କର […]

457

457

Tapas Behera
  • Published: Sunday, 29 September 2019
  • Updated: 29 September 2019, 04:32 PM IST

Sports

Latest News

ରାଉରକଳେଲା(ପବନ ତୀୱାରି):ଯାହା କିଛି ଘଟିଛି ବାହାରୁ। ସ୍କୁଲ ଭିତରେ ତାଙ୍କ ଉପରେ ଚାପ ପକାଯାଇଛି। କେଉଁ ଝିଅ ଅଛି ମୁଁ ଜାଣି ନାହିଁ। କିନ୍ତୁ ସେଇ ଝିଅ ମୋ ପୁଅକୁ ଆତ୍ମହତ୍ୟା କରିବାକୁ ଚାପ ପକାଇଛନ୍ତି। ଆଖି ଆଗରେ ନିଜ ହାତଗଢ଼ା ସ୍ୱପ୍ନଟି ଭାଙ୍ଗିଯିବା ପରେ ଇଏ ହେଉଛି ଜଣେ ବାପାର କୋହ। ପୁଅର ମୃତ୍ୟୁ ବିଷୟରେ କହିବା ବେଳେ ଥରି ଯାଉଛି ସ୍ୱର ଓ କୋହରେ କୁହୁଳି ଯାଉଥିଲା କଣ୍ଠ। ନବମ ଶ୍ରେଣୀ ଛାତ୍ର ନିଲେସଙ୍କର ମୃତ୍ୟୁ ହେଲା କେମିତି ? କାହିଁକି ସେ ନଦୀକୁ ଡେଇଁଲେ? ସେ ନଦୀକୁ ଡେଇଁଥିଲେ ନା ତାଙ୍କୁ କେହି ଠେଲିଦେଇଥିଲେ। ଏମିତି ଅନେକ ପ୍ରଶ୍ନ ଏବେ ଘୁରିବୁଲୁଛି ହତଭାଗ୍ୟ ପରିବାର ଲୋକଙ୍କ ମନରେ। ରାଉରକେଲାର କୋଏଲନଗର ଅଞ୍ଚଳରେ ରହୁଥିବା ନିର୍ମଳ ଚନ୍ଦ୍ର ଦାସଙ୍କ ୧୫ ବର୍ଷର ପୁଅ ହେଉଛନ୍ତି ନିଲେସ୍। ବାପାମାଙ୍କ ପାଇଁ ଥିଲେ ସ୍ୱପ୍ନଟିଏ। ସ୍ଥାନୀୟ ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ।

୩ ଦିନତଳେ ହଠାତ୍‌ କୁଆଡ଼େ ନିଖୋଜ ହୋଇଯାଥିଲେ। ଖୋଜାଖୋଜି ପରେ ରାଉରକେଲା ଝରିପାରି ପୋଲ ଉପରୁ ତାଙ୍କ ସାଇକେଲ ମିଳିବା ପରେ ସନ୍ଦେହ ହୋଇଥିଲା ଯେ, ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହା ପରେ ଆରମ୍ଭ ହୋଇଥିଲା ଖୋଜାଖୋଜି। ଶେଷରେ ଗତକାଲି ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର ବେଳେ ପିଲାଟି ଦେହରେ ସ୍କୁଲ ଡ୍ରେସ୍ ହିଁ ଥିଲା। ଏହାର ଅର୍ଥ ସେ ସିଧା ସ୍କୁଲରୁ ଆସି ଏମିତି କିଛି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ନିଲେସଙ୍କ ବାପା କହିଛନ୍ତି ଯେ, ଯିଏ ଦୋଷୀ ତାକୁ ବହୁ ସଜା ଦିଆଯାଉ। ସେ ଯେତି ମୋ ପୁଅ ସହ କରିଛି ଆଉ କାହା ସହ ନକରୁ।

ସେ ଝିଅକୁ ଗିରଫ କରାଯାଉ ଏବଂ ତଦନ୍ତ କରାଯାଉ। କିନ୍ତୁ ବାପାଙ୍କ ଅଭିଯୋଗ ଯଦି ସତ ହୁଏ ତେବେ ସେ କେଉଁ ଝିଅ ଯାହା ପାଇଁ ଚାଲିଯାଇଛି ନିଲେସଙ୍କ ଜୀବନ। ସେ ଝିଅ ସହ ନିଲେସଙ୍କ ସମ୍ପର୍କ କଣ ଥିଲା। ଏ ସମ୍ପର୍କରେ ନିଲେସଙ୍କ ବାପା କ’ଣ ଆଗରୁ ଜାଣିଥିଲେ। ନିଲେସ କ’ଣ ଚାପରେ ଥିଲା। ଏମିତି ଅନେକ ପ୍ରଶ୍ନର ପାହାଡ଼ ଉପରେ ଏବେ ରହିଛି ନିଲେସଙ୍କ ମୃତ୍ୟୁ ଘଟଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story