ନବକଳେବର ପ୍ରସ୍ତୁତି: ୯୫ ପ୍ରତିଶତ କାମ ସରିଛି

ଭୁବନେଶ୍ୱର: ନବକଳେବର ପ୍ରସ୍ତୁତି ପାଇଁ ଆଜି ଥିଲା ଡେଡଲାଇନ । ତେବେ ଏହି ସମୟ ମଧ୍ୟରେ କାମ ଶେଷ ହୋଇପାରିନାହିଁ । ଉନ୍ନୟନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପୁସ୍ପେନ୍ଦ୍ର ସିଂ ଦାଓ ସୂଚନା ଦେଇ କହିଛନ୍ତି ଯେ, ୯୫ ପ୍ରତିପ୍ରଶ କାମ ଶେଷ ହୋଇଛି । ମ୍ୟୁନିସିପାଲିଟି ଅନ୍ତର୍ଗତ କିଛି କାମ ବାକି ରହିଛି । ଏହା ଆସନ୍ତା ୭ଦିନ ମଧ୍ୟରେ ଶେଷ ହେବ […]

pranab

pranab

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 08:47 AM IST

Sports

Latest News

ଭୁବନେଶ୍ୱର: ନବକଳେବର ପ୍ରସ୍ତୁତି ପାଇଁ ଆଜି ଥିଲା ଡେଡଲାଇନ । ତେବେ ଏହି ସମୟ ମଧ୍ୟରେ କାମ ଶେଷ ହୋଇପାରିନାହିଁ । ଉନ୍ନୟନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପୁସ୍ପେନ୍ଦ୍ର ସିଂ ଦାଓ ସୂଚନା ଦେଇ କହିଛନ୍ତି ଯେ, ୯୫ ପ୍ରତିପ୍ରଶ କାମ ଶେଷ ହୋଇଛି । ମ୍ୟୁନିସିପାଲିଟି ଅନ୍ତର୍ଗତ କିଛି କାମ ବାକି ରହିଛି । ଏହା ଆସନ୍ତା ୭ଦିନ ମଧ୍ୟରେ ଶେଷ ହେବ । ନବକଳେବର ସମୟରେ ୩୦ରୁ ୩୫ ଲକ୍ଷ ଲୋକଙ୍କ ପାଇଁ ପାନୀୟଜଳର ବ୍ୟବ୍ୟସ୍ଥା କରାଯାଇଥିବା ମନ୍ତ୍ରୀ ସିଂ ଦେଓ କହିଛନ୍ତି । ସେହିପରି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇ କହିଛନ୍ତି ଯେ, କାମ ୯୫ ପ୍ରତିଶତ ସରିଛି । ଦେଢରୁ ୨ କି.ମି. ଅଣ୍ଡର କେବଲିଂ କାମ ବାକି ଅଛି । ୭ ତାରିଖ ସୁଦ୍ଧା ସରିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story