ନବକଳେବର ଭିତ୍ତଭୂମି ତଦାରଖ ପ୍ରସଙ୍ଗ : ପୁରୀ ଗଲେ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନ ନୀତିରେ ବିଭ୍ରାଟ ପରେ ରାଜ୍ୟ ସରକାରଙ୍କୁ ରଥଯାତ୍ରା ଚିନ୍ତା ଘାରିଛି। ରଥଯାତ୍ରା କିଭଳି ସୁରୁଖୁରୁରେ ଶେଷ ହେବ ସେ ନେଇ ସୋମବାର ୪ ଜଣ ମନ୍ତ୍ରୀକୁ ଡାକି ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ମଙ୍ଗଳବାରଠାରୁ ୪ ମନ୍ତ୍ରୀ ପୁରୀ ଯାଇ ନିଜ ବିଭାଗର କାମ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ସକାଳୁ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ ପୁରୀ […]

Arun-Sahoo

Arun-Sahoo

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 06:31 AM IST

ଭୁବନେଶ୍ୱର: ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନ ନୀତିରେ ବିଭ୍ରାଟ ପରେ ରାଜ୍ୟ ସରକାରଙ୍କୁ ରଥଯାତ୍ରା ଚିନ୍ତା ଘାରିଛି। ରଥଯାତ୍ରା କିଭଳି ସୁରୁଖୁରୁରେ ଶେଷ ହେବ ସେ ନେଇ ସୋମବାର ୪ ଜଣ ମନ୍ତ୍ରୀକୁ ଡାକି ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ମଙ୍ଗଳବାରଠାରୁ ୪ ମନ୍ତ୍ରୀ ପୁରୀ ଯାଇ ନିଜ ବିଭାଗର କାମ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ସକାଳୁ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ ପୁରୀ ଯାଇଛନ୍ତି । ଅନ୍ୟପକ୍ଷରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ୱାସ୍ଥ୍ୟ ଓ ଶକ୍ତି ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos