ବଢ଼ିଲା ନନ୍ଦନକାନନ ଟିକେଟ୍‌

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ନନ୍ଦନକାନନ ବୁଲିବା ମହଙ୍ଗା ହେଲା।&nbsp; ଚିଡ଼ିଖାନାର ଟିକେଟ୍&zwnj; ଦାମ୍ ଆଜିଠାରୁ ବୃଦ୍ଧି ପାଇଛି। ବୟସ୍କଙ୍କ&nbsp;ଟିକେଟ୍&zwnj; ୪୦ଟଙ୍କାରୁ ବୃଦ୍ଧି କରି ୫୦ ଟଙ୍କା କରାଯାଇଛି। ଏହି ଟଙ୍କା ବୃଦ୍ଧି ସହିତ ଦର୍ଶକଙ୍କ ପାଇଁ ଅନେକ କିଛି ସୁବିଧା କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏବେ ଦର୍ଶକମାନେ ମାଗଣାରେ ଡିଜିଟାଲ କ୍ୟାମେରା ଭିତରକୁ ନେଇପାରିବେ। ତା&rsquo; ସହିତ ପାଇଖାନା ବ୍ୟବହାର ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।&nbsp; ଏହାସହିତ ମାଗଣାରେ PURIFIED ପିଇବା ପାଣି ମିଳିବ।</p>

Ordigital Desk
  • Published: Sunday, 01 April 2018
  • Updated: 01 April 2018, 11:57 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ନନ୍ଦନକାନନ ବୁଲିବା ମହଙ୍ଗା ହେଲା।&nbsp; ଚିଡ଼ିଖାନାର ଟିକେଟ୍&zwnj; ଦାମ୍ ଆଜିଠାରୁ ବୃଦ୍ଧି ପାଇଛି। ବୟସ୍କଙ୍କ&nbsp;ଟିକେଟ୍&zwnj; ୪୦ଟଙ୍କାରୁ ବୃଦ୍ଧି କରି ୫୦ ଟଙ୍କା କରାଯାଇଛି। ଏହି ଟଙ୍କା ବୃଦ୍ଧି ସହିତ ଦର୍ଶକଙ୍କ ପାଇଁ ଅନେକ କିଛି ସୁବିଧା କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏବେ ଦର୍ଶକମାନେ ମାଗଣାରେ ଡିଜିଟାଲ କ୍ୟାମେରା ଭିତରକୁ ନେଇପାରିବେ। ତା&rsquo; ସହିତ ପାଇଖାନା ବ୍ୟବହାର ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।&nbsp; ଏହାସହିତ ମାଗଣାରେ PURIFIED ପିଇବା ପାଣି ମିଳିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos