ବଡ଼ଦିନରେ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବଡ଼ ଦିନ। ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ମାତ୍ର ମଙ୍ଗଳବାର ବନ୍ଦ ରହିବ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସପ୍ତାହର ପ୍ରତି ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟନ ବନ୍ଦ ରହେ। ମାତ୍ର ଆସନ୍ତାକାଲି ବଡ଼ଦିନ ପଡ଼ୁଥିବାରୁ ପ୍ରାଣୀ ଉଦ୍ୟନକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ନନ୍ଦନକାନନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ୪୪,୩୩୧ ଦର୍ଶକ ନନ୍ଦନକାନନ ଭ୍ରମଣ କରିଛନ୍ତି। ଆସନ୍ତାକାଲି ଦର୍ଶକଙ୍କ ଭିଡ଼ ଅଧିକ ହେବ ବୋଲି […]

nandankanan

nandankanan

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବଡ଼ ଦିନ। ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ମାତ୍ର ମଙ୍ଗଳବାର ବନ୍ଦ ରହିବ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

ସପ୍ତାହର ପ୍ରତି ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟନ ବନ୍ଦ ରହେ। ମାତ୍ର ଆସନ୍ତାକାଲି ବଡ଼ଦିନ ପଡ଼ୁଥିବାରୁ ପ୍ରାଣୀ ଉଦ୍ୟନକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ନନ୍ଦନକାନନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ୪୪,୩୩୧ ଦର୍ଶକ ନନ୍ଦନକାନନ ଭ୍ରମଣ କରିଛନ୍ତି। ଆସନ୍ତାକାଲି ଦର୍ଶକଙ୍କ ଭିଡ଼ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ପ୍ରାଣୀ ଉଦ୍ୟନର ମୁଖ୍ୟ ଗେଟ୍‌ ପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story