ନରସିଂହପୁର: ସେରମୁଣ୍ଡା ଜଙ୍ଗଲରେ ‍ବିଦ୍ୟୁତ ଆଘାତରେ ହାତୀ ମୃତ

କଟକ: କଟକ ଜିଲ୍ଲା ନରସିଂହପୁରରୁ ଏକ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଛି । ନୂଆଗଡ଼ ସଂରକ୍ଷିତ ଜଙ୍ଗଲର ସେରମୁଣ୍ଡାରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତ ହାତୀର ବୟସ ୬ରୁ ୭ବର୍ଷ ମଧ୍ୟରେ ହେବ ବୋଲି ଆଠଗଡ଼ ଡିଏଫ୍ଓ ସୂଚନା ଦେଇଛନ୍ତି। ରାଜ୍ୟରେ ଚଳିତମାସ ୫ଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗତ ୧୨ ତାରିଖରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ […]

elephant..

elephant..

Rakesh Mallick
  • Published: Friday, 30 October 2015
  • Updated: 30 October 2015, 12:50 PM IST

Sports

Latest News

କଟକ: କଟକ ଜିଲ୍ଲା ନରସିଂହପୁରରୁ ଏକ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଛି । ନୂଆଗଡ଼ ସଂରକ୍ଷିତ ଜଙ୍ଗଲର ସେରମୁଣ୍ଡାରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତ ହାତୀର ବୟସ ୬ରୁ ୭ବର୍ଷ ମଧ୍ୟରେ ହେବ ବୋଲି ଆଠଗଡ଼ ଡିଏଫ୍ଓ ସୂଚନା ଦେଇଛନ୍ତି। ରାଜ୍ୟରେ ଚଳିତମାସ ୫ଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ଗତ ୧୨ ତାରିଖରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ତାରିଖରେ ଏକା କାରଣରୁ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ୟୁନାନୀ ଗାଁ ନିକଟରେ ଦୁଇଟି ମାଈହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବାରହା ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସି ଏହି ହାତୀ ଦୁଇଟିଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୪ ତାରିଖରେ ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଉଡସୁଙ୍ଗ ଅଞ୍ଚଳରେ ଏକ ହାତୀର ମୃତଦେହ ଠାବ କରାଯାଇଥିଲା । ବୟସାଧିକ୍ୟ କାରଣରୁ ହାତୀଟିର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ସ୍ଥାନୀୟ ଲୋକେ ହାତୀକୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story