ବିଜେଡିରେ ମିଶିଲେ ନାରାୟଣ

<p>ବିଜେପୁର (ଓଡ଼ିଶା ରିପୋର୍ଟର): ପଦ୍ମ ଛାଡିଥିବା ବିଜେପି ନେତା ତଥା ବରଗଡ଼ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ନାରାୟଣ ସାହୁ&nbsp; ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇ ଶଙ୍ଖ ଧରିଛନ୍ତି। ଆଜି ବିଜେପୁରରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ସେ ଯୋଗ ଦେଇଛନ୍ତି।</p> <p>ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ ଏବଂ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି। ଗତ ମାସ ୨୧ ତାରିଖରେ ନାରାୟଣ ନବୀନ ନିବାସ ଆସିଥିଲେ। ନାରାୟଣଙ୍କ ସହ ଜିଲ୍ଲାର ଆଉ କିଛି ନେତା ଓ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।&nbsp; ସେପଟେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର ପଦ ଛାଡିବା ପରେ ରାଜନୈତିକ ଉଷ୍ମତା ବଢିଛି।</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 04:55 PM IST

Sports

Latest News

<p>ବିଜେପୁର (ଓଡ଼ିଶା ରିପୋର୍ଟର): ପଦ୍ମ ଛାଡିଥିବା ବିଜେପି ନେତା ତଥା ବରଗଡ଼ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ନାରାୟଣ ସାହୁ&nbsp; ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇ ଶଙ୍ଖ ଧରିଛନ୍ତି। ଆଜି ବିଜେପୁରରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ସେ ଯୋଗ ଦେଇଛନ୍ତି।</p><p>ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ ଏବଂ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି। ଗତ ମାସ ୨୧ ତାରିଖରେ ନାରାୟଣ ନବୀନ ନିବାସ ଆସିଥିଲେ। ନାରାୟଣଙ୍କ ସହ ଜିଲ୍ଲାର ଆଉ କିଛି ନେତା ଓ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।&nbsp; ସେପଟେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର ପଦ ଛାଡିବା ପରେ ରାଜନୈତିକ ଉଷ୍ମତା ବଢିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos