ନାରାୟଣପାଟଣାରେ ମାଓ ପୋଷ୍ଟର

Ordigital Desk
  • Published: Friday, 01 December 2017
  • , Updated: 01 December 2017, 12:29 PM IST
<p>ନାରାୟଣପାଟଣା: ପିଏଲଜିଏ ସପ୍ତାହ ପାଳନ ଆଗରୁ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ନାରାୟଣପାଟଣା ବନ୍ଧୁଗାଁ କତୁଲୁପେଟାରେ ମାଓ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଶ୍ରୀକାକୁଲମ୍-କୋରାପୁଟ ଡିଭିଜନ୍ ପକ୍ଷରୁ ମାଓପୋଷ୍ଟର ଲଗା ଯାଇଛି। ଆସନ୍ତାକାଲିଠୁ ୮ ତାରିଖ ଯାଏଁ ପିଏଲଜିଏ ସପ୍ତାହ ପାଳନ କରିବାକୁ &nbsp;ମାଓବାଦୀ ପକ୍ଷରୁ ଆହ୍ୱାନ ଦିଆଯାଇଛି।</p>

Related story