ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ରରେ ଚାଲିଛି ମାନସ ମନ୍ଥନ

ପୁରୀ(ଓଡ଼ିଶା ରିପୋର୍ଟର): ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଲାଗି ଚାଲିଛି ମାନସ ମନ୍ଥନ। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଏସବୁକୁ କିପରି ସୁରକ୍ଷିତ ରଖାଯାଇ ପାରିବ, ଏହାକୁ ନେଇ ସମସ୍ତେ ଏକାଠି ହୋଇଛନ୍ତି। ଏଥିପାଇଁ ପୁରୀରେ ବିମଷ୍ଟେକ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏକ୍ସରସାଇଜ ପକ୍ଷରୁ ଆୟୋଜିତ ହୋଇଛି ଏକ ବୈଠକ। ଏଥିରେ NDMA, NDRF, ASI କର୍ତ୍ତୃପକ୍ଷଙ୍କ ସହ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଏହି ଆଲୋଚନାର ସଫଳ ରୂପାୟନ ଲାଗି ଆଗାମୀ ଦିନରେ ବିଭିନ୍ନ […]

ndrf

ndrf

Manoranjan Sial
  • Published: Thursday, 14 November 2019
  • Updated: 14 November 2019, 06:22 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଲାଗି ଚାଲିଛି ମାନସ ମନ୍ଥନ। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଏସବୁକୁ କିପରି ସୁରକ୍ଷିତ ରଖାଯାଇ ପାରିବ, ଏହାକୁ ନେଇ ସମସ୍ତେ ଏକାଠି ହୋଇଛନ୍ତି। ଏଥିପାଇଁ ପୁରୀରେ ବିମଷ୍ଟେକ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏକ୍ସରସାଇଜ ପକ୍ଷରୁ ଆୟୋଜିତ ହୋଇଛି ଏକ ବୈଠକ। ଏଥିରେ NDMA, NDRF, ASI କର୍ତ୍ତୃପକ୍ଷଙ୍କ ସହ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଏହି ଆଲୋଚନାର ସଫଳ ରୂପାୟନ ଲାଗି ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଅଭ୍ୟାସ ଶିବିର ଆୟୋଜନ ହେବ।

ଆସନ୍ତା ୨୦୨୦ ଫେବୃଆରୀ ୧୩ ତାରିଖରେ ବିମ୍‌ଷ୍ଟେକ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏକ୍ସରସାଇଜ କରାଯିବ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ମଧ୍ୟରେ ଥିବା ସମୁଦ୍ର କୂଳର ଏକ ସ୍ଥାନରେ ଏହି ଅଭ୍ୟାସ ଶିବିର ହେବ। ଏଥିରେ ଭାରତ ସମେତ ଶ୍ରୀଲଙ୍କା, ବାଂଲାଦେଶ, ଭୁଟାନ, ମିଆଁମାର, ନେପାଳ ଓ ଥାଇଲାଣ୍ଡର ପ୍ରତିନିଧି ଯୋଗଦେବେ। ବିପର୍ଯ୍ୟୟ ସମୟରେ ବିଶ୍ୱ ଐତିହ୍ୟ ଓ କୀର୍ତ୍ତିରାଜି ଗୁଡିକୁ କିପରି ସୁରକ୍ଷିତ ରଖାଯାଇ ପାରିବ, ସେନେଇ ତାଲିମ ପ୍ରଦାନ କରାଯିବ। ପ୍ରଥମ ଥର ଲାଗି ପୁରୀରେ ଏଭଳି ଅଭ୍ୟାସ ଶିବିର ଆୟୋଜନ ହେବ ବୋଲି ଏନଡିଆରଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ଏନ୍‌ଡିଆର୍‌ଏଫ୍‌ର ସହାୟତା ନେଉଛି। ଓଡ଼ିଶାରେ ପୁରୀ ଶ୍ରୀମନ୍ଦିର, କୋଣାର୍କ, ଲିଙ୍ଗରାଜ ମନ୍ଦିର ଭଳି ଅନେକ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଏହି ଶିବିରରେ ଆୟୋଜନ ହେବ। ତାଲିମ ଶିବିରରେ ଓଡ୍ରାଫ ଓ ଅଗ୍ନିଶମବାହିନୀ ମଧ୍ୟ ତାଲିମ ନେଇପାରିବେ। ଫଳରେ ଆଗକୁ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଲାଗ ସମସ୍ତେ କାର୍ଯ୍ୟ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story