ବିଧାୟକଙ୍କ ବୈଠକ ଡାକିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ଦଳର ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡକାଇଛନ୍ତି। ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆଜି ଶେଷ ହୋଇଥିବାବେଳେ ଆସନ୍ତାକାଲି ନବୀନ ବିଜେଡି ବିଧାୟକମାନଙ୍କୁ ଡକାଇବା ଘଟଣାକୁ ଦଳୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସମସ୍ତ ନୂଆ ବିଧାୟକମାନଙ୍କୁ ସକାଳ ସାଢ଼େ ୯ଟାରେ ନବୀନ ନିବାସ ଡକାଯାଇଛି। ନବୀନ ନିଜେ ସମସ୍ତ ନବାଗତ ବିଧାୟକଙ୍କୁ […]

naveen1

naveen1

Manoranjan Sial
  • Published: Tuesday, 02 July 2019
  • Updated: 03 July 2019, 03:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ଦଳର ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡକାଇଛନ୍ତି। ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆଜି ଶେଷ ହୋଇଥିବାବେଳେ ଆସନ୍ତାକାଲି ନବୀନ ବିଜେଡି ବିଧାୟକମାନଙ୍କୁ ଡକାଇବା ଘଟଣାକୁ ଦଳୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି।

ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସମସ୍ତ ନୂଆ ବିଧାୟକମାନଙ୍କୁ ସକାଳ ସାଢ଼େ ୯ଟାରେ ନବୀନ ନିବାସ ଡକାଯାଇଛି। ନବୀନ ନିଜେ ସମସ୍ତ ନବାଗତ ବିଧାୟକଙ୍କୁ ଭେଟିବା ସହ ସଂଗଠନକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ପୁରୁଣା ବିଧାୟକମାନଙ୍କୁ ସାଢ଼େ ୧୦ଟାରେ ଡକାଯାଇଛି। ସେମାନଙ୍କୁ ମଧ୍ୟ ସଂଗଠନ କାର୍ଯ୍ୟ, ପୌର ନିର୍ବାଚନ ଓ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନବୀନ ନିର୍ଦ୍ଦେଶ ଦେବେ ବୋଲି ଜଣାପଡ଼ିଛି।

ଏହାପରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ପାଟକୁରା ବିଧାନସଭା ନିର୍ବାଚନ ଦାୟିତ୍ୱରେ ରହିଥିବା ବିଧାୟକ ଓ ମନ୍ତ୍ରୀମାନଙ୍କୁ ନବୀନ ଭେଟିବେ। ପାଟକୁରା ନିର୍ବାଚନ ତାରିଖ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହେବାର ସମ୍ଭାବନା ଥିବାରୁ ନବୀନ ଦଳୀୟ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରେ ନିର୍ବାଚିତ ଦଳୀୟ ବିଧାୟକମାନଙ୍କୁ ସମୂହ ଭାବେ ନବୀନ ନିଜ ବାସଭବନରେ ପ୍ରଥମଥର ଭେଟୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story