ଟିକିଏ କେଁ ରଖି କେନ୍ଦ୍ର ବଜେଟର ଉଚ୍ଚ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଦୂରଦୃଷ୍ଟିସମ୍ପନ୍ନ ଓ ଏହା ଦେଶ ପାଇଁ ହିତକର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କେନ୍ଦ୍ର ବଜେଟର ବିଭିନ୍ନ ଦିଗକୁ ସ୍ୱାଗତ କରିଥିବାବେଳେ ମନରେଗା, ଅନୁସୂଚିତ ଜାତି ଓ ଜନଜାତି ବର୍ଗ, ଜାତୀୟ ସାମାଜିକ ସୁରକ୍ଷା ଯୋଜନା,ଜାତୀୟ ରାଜପଥ ଆଦି ପାଇଁ କମ୍ ବ୍ୟୟବରାଦ ହୋଇଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି। କେନ୍ଦ୍ର ବଜେଟର ରୂପରେଖକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। […]

naveen

naveen

Manoranjan Sial
  • Published: Friday, 05 July 2019
  • Updated: 05 July 2019, 10:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଦୂରଦୃଷ୍ଟିସମ୍ପନ୍ନ ଓ ଏହା ଦେଶ ପାଇଁ ହିତକର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କେନ୍ଦ୍ର ବଜେଟର ବିଭିନ୍ନ ଦିଗକୁ ସ୍ୱାଗତ କରିଥିବାବେଳେ ମନରେଗା, ଅନୁସୂଚିତ ଜାତି ଓ ଜନଜାତି ବର୍ଗ, ଜାତୀୟ ସାମାଜିକ ସୁରକ୍ଷା ଯୋଜନା,ଜାତୀୟ ରାଜପଥ ଆଦି ପାଇଁ କମ୍ ବ୍ୟୟବରାଦ ହୋଇଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି। କେନ୍ଦ୍ର ବଜେଟର ରୂପରେଖକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ପାନୀୟ ଜଳ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ଆବଣ୍ଟନକୁ ସ୍ୱାଗତ କରିଛନ୍ତି। ରେଳବାଇ ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ପାଣ୍ଠି ବ୍ୟୟବରାଦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହି ପର୍ଯ୍ୟାପ୍ତ ପରିମାଣର ଆବଣ୍ଟନ ଯୋଗୁ ଓଡ଼ିଶାରେ ରେଳବାଇ ପ୍ରକଳ୍ପଗୁଡ଼ିକ ଗତିଶୀଳ ହେବ। ତେବେ ଜାତୀୟ ରାଜପଥ କ୍ଷେତ୍ରରେ ପାଣ୍ଠି ଆବଣ୍ଟନ ହ୍ରାସ ଆନ୍ତଃରାଜ୍ୟ ସଂଯୋଗକୁ ପ୍ରଭାବିତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ସଂଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଗୁୁରୁତ୍ୱ ଦିଆଯାଇଛି। ତେବେ ଏସବୁ ପାଇଁ ଯଥେଷ୍ଟ ଅର୍ଥ ଆବଣ୍ଟନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ସେସ୍ ଓ ସରଚାର୍ଜକୁ 'ଡିଭିଜିବୁଲ ପୁଲ୍' ବାହାରେ ରଖାଯାଇଥିବାରୁ ରାଜ୍ୟଗୁଡ଼ିକୁ ମିଳିବାକୁ ଥିବା ପାଣ୍ଠି ହ୍ରାସ ପାଇବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି। ଏହାବ୍ୟତୀତ ‘ପିଏମ କିଷାନ’ ଯୋଜନାରେ ଚାଷୀଙ୍କୁ ସହାୟତା ପରିମାଣକୁ କେନ୍ଦ୍ର ସରକାର ବୃଦ୍ଧି କରି ‘କାଳିଆ’ ଯୋଜନାର ପରିମାଣ ସହ ସମାନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି। ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କୁ ପିଏମ କିଷାନ ଯୋଜନାରେ ସାମିଲ କରାଯିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story