ବିଜେଡି ନେତାଙ୍କୁ ଥଇଥାନ କଲେ ନବୀନ: କାହାକୁ କ’ଣ ମିଳିଲା ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ସରକାର ପ୍ରଥମଥର ପାଇଁ ଏତେ ସଂଖ୍ୟକ ଦଳୀୟ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରିଛନ୍ତି। ଟାଣିଓଟାରି ବିଭିନ୍ନ ବିଭାଗରେ ଉପଦେଷ୍ଟା ପଦ ସୃଷ୍ଟି କରାଯାଇ ସେଠାରେ ମଧ୍ୟ ୧୦ ଦଳୀୟ ନେତାମାନଙ୍କୁ ଥଇଥାନ କରାଯାଇଛି। ଟିକେଟ୍ ପାଇନଥିବା ୭ଜଣ ପୂର୍ବତନ ବିଧାୟକ ଓ ସାଂସଦ ମଧ୍ୟ ଏଥର ଥଇଥାନ ହୋଇଛନ୍ତି। ଆସନ୍ତୁ ଦେଖିବା ଆଜି ଥଇଥାନ ହୋଇଥିବା ୩୫ଜଣ ଦଳୀୟ ନେତାଙ୍କ ମଧ୍ୟରୁ କିଏ କେଉଁ […]

mana-bhai-2

mana-bhai-2

Manoranjan Sial
  • Published: Friday, 16 August 2019
  • Updated: 16 August 2019, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ସରକାର ପ୍ରଥମଥର ପାଇଁ ଏତେ ସଂଖ୍ୟକ ଦଳୀୟ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରିଛନ୍ତି। ଟାଣିଓଟାରି ବିଭିନ୍ନ ବିଭାଗରେ ଉପଦେଷ୍ଟା ପଦ ସୃଷ୍ଟି କରାଯାଇ ସେଠାରେ ମଧ୍ୟ ୧୦ ଦଳୀୟ ନେତାମାନଙ୍କୁ ଥଇଥାନ କରାଯାଇଛି। ଟିକେଟ୍ ପାଇନଥିବା ୭ଜଣ ପୂର୍ବତନ ବିଧାୟକ ଓ ସାଂସଦ ମଧ୍ୟ ଏଥର ଥଇଥାନ ହୋଇଛନ୍ତି। ଆସନ୍ତୁ ଦେଖିବା ଆଜି ଥଇଥାନ ହୋଇଥିବା ୩୫ଜଣ ଦଳୀୟ ନେତାଙ୍କ ମଧ୍ୟରୁ କିଏ କେଉଁ ବର୍ଗରୁ ପ୍ରତିନିଧିତ୍ୱ କରୁଛନ୍ତି ।

ମହିଳା

କସ୍ତୁରୀ ମହାପାତ୍ର - ଅଧ୍ୟକ୍ଷା, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ
ମିନତୀ ବେହେରା- ଅଧ୍ୟକ୍ଷା, ଓଡ଼ିଶା ରାଜ୍ୟ ମହିଳା କମିଶନ
ଶ୍ରୀମୟୀ ମିଶ୍ର- ଅଧ୍ୟକ୍ଷା, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
ସୁଲତା ଦେଓ- ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ବିଭାଗ
ସୁଲୋଚନା ଦାସ- ଅଧ୍ୟକ୍ଷା, ରାଜ୍ୟ ଭିନ୍ନକ୍ଷମ କମିଶନ
ଲୋପାମୁଦ୍ରା ବକ୍ସିପାତ୍ର- ଉପଦେଷ୍ଟା, ମିଶନ ଶକ୍ତି
ସୁସ୍ମିତା ବାଗଚୀ(ଅଣରାଜନୀତିକ)- ଅଧ୍ୟକ୍ଷ, ମୋ ସ୍କୁଲ

ଯୁବନେତା

ଅମ୍ରେଶ ପତ୍ରୀ - ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ
ଚିନ୍ମୟ ସାହୁ- ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
ଅସିତ୍ ପଟ୍ଟନାୟକ- ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ବିକାଶ ନିଗମ
ଅମରେନ୍ଦ୍ର ଦାସ- ଅଧ୍ୟକ୍ଷ, ଓଡ଼ିଶା କାଜୁ ନିଗମ
ଲୁଲୁ ଅମାତ୍ - ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିଗମ
ସଂଗ୍ରାମ କେଶରୀ ପାଇକରାୟ- ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ
ଦେବାଶିଷ ମଲ୍ଲିକ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ
ଲେନିନ ମହାନ୍ତି- ସମ୍ପାଦକ, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ

ପୂର୍ବତନ ବିଧାୟକ ଓ ସାଂସଦ

ଆକାଶ ଦାସ ନାୟକ- ଅଧ୍ୟକ୍ଷ, ମୋ କଲେଜ
ମାନସ ମାଡକାମୀ- ଅଧ୍ୟକ୍ଷ, ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ
ଅନୁପ ସାଏ- ଅଧ୍ୟକ୍ଷ, ଓଡ଼ିଶା ପଣ୍ୟାଗାର ନିଗମ
ଉକ୍ରଳ କେଶରୀ ପରିଡ଼ା- ଉପଦେଷ୍ଟା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
ଦିଲ୍ଲୀପ ତିର୍କୀ- ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋସନ କାଉନସିଲ
ପ୍ରିୟଦର୍ଶୀ ମିଶ୍ର- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ନିଗମ
ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି ଓ ଆଇଟି

ବରିଷ୍ଠ ନେତା

କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ
ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ
ଦେବାଶୀଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ
ପ୍ରଭାତ ଆଦିତ୍ୟ ମିଶ୍ର- ଅଧ୍ୟକ୍ଷ,ଆପିକଲ
ସୁବାସ ସିଂ- ଅଧ୍ୟକ୍ଷ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ
ପୁଷ୍ପେନ୍ଦ୍ର ସିଂହଦେଓ- ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
ସୁଜିତ୍ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ବିକାଶ ପରିଷଦ
ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ
ସୁଧୀର କୁମାର ଦାସ- ଉପଦେଷ୍ଟ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା
ବିଜୟ କୁମାର ନାୟକ- ଅଧ୍ୟକ୍ଷ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ
ଈଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
ବିନୟ ଟପ୍ପୋ- ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦ
ସତ୍ୟବ୍ରତ ତ୍ରିପାଠୀ- ଅଧ୍ୟକ୍ଷ, ଓଡ଼ିଶା ସିନେ ବିକାଶ ନିଗମ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos