ନିୟମଗିରିରେ ମାତିଲେ ନକ୍ସଲ, ପୋଡ଼ିଦେଲେ ୪ ଗାଡ଼ି

କଲ୍ୟାଣସିଂହପୁର(ମାଉଡି ବାରିକ): ଦୀର୍ଘ ଦିନ ପରେ ନିୟମଗିରି ଅଞ୍ଚଳରେ ପୁଣି ମାତିଲେ ନକ୍ସଲ। ଡଙ୍ଗରିଆ କନ୍ଧ ରହୁଥିବା ଅଞ୍ଚଳରେ ରାସ୍ତା ନିର୍ମାଣକୁ ବିରୋଧ କରି ୪ଟି ଗାଡ଼ିକୁ ପୋଡ଼ିଦେଲେ ଲାଲବାହିନୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ପାରସାଲି ପଞ୍ଚାୟତ ଗୁମା ଗାଁ ନିକଟରେ ଏହି ଲଙ୍କାକାଣ୍ଡ ଭିଆଇଛନ୍ତି ନକ୍ସଲ ।  ନିୟମଗିରିର ନାରୀଙ୍ଗତୋଲା ଗାଁଠାରୁ ଗୁମ୍ମାକୁ ରାସ୍ତା ନିର୍ମାଣ ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ୬୦ରୁ ଅଧିକ ନକ୍ସଲ ସେଠାରେ ପହଞ୍ଚି ପ୍ରଥମେ ୨ […]

jcb-1-1

jcb-1-1

Niharika Rout
  • Published: Wednesday, 22 January 2020
  • Updated: 22 January 2020, 01:46 PM IST

କଲ୍ୟାଣସିଂହପୁର(ମାଉଡି ବାରିକ): ଦୀର୍ଘ ଦିନ ପରେ ନିୟମଗିରି ଅଞ୍ଚଳରେ ପୁଣି ମାତିଲେ ନକ୍ସଲ। ଡଙ୍ଗରିଆ କନ୍ଧ ରହୁଥିବା ଅଞ୍ଚଳରେ ରାସ୍ତା ନିର୍ମାଣକୁ ବିରୋଧ କରି ୪ଟି ଗାଡ଼ିକୁ ପୋଡ଼ିଦେଲେ ଲାଲବାହିନୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ପାରସାଲି ପଞ୍ଚାୟତ ଗୁମା ଗାଁ ନିକଟରେ ଏହି ଲଙ୍କାକାଣ୍ଡ ଭିଆଇଛନ୍ତି ନକ୍ସଲ । 

ନିୟମଗିରିର ନାରୀଙ୍ଗତୋଲା ଗାଁଠାରୁ ଗୁମ୍ମାକୁ ରାସ୍ତା ନିର୍ମାଣ ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ୬୦ରୁ ଅଧିକ ନକ୍ସଲ ସେଠାରେ ପହଞ୍ଚି ପ୍ରଥମେ ୨ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମୋବାଇଲ ଛଡ଼ାଇ ନେଇଥିଲେ । ପରେ ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ  । ଦୁଇଟି ଜେସିବି, ଗୋଟିଏ ରୋଲର ଓ ଗୋଟିଏ ମିକ୍ସଚର ମେସିନକୁ  ମଧ୍ୟ ସେମାନେ ପୋଡ଼ି ଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ପୋଷ୍ଟର ଲଗାଇଛନ୍ତି ।

ନିୟମଗିରିକୁ ରାସ୍ତା ନିର୍ମାଣ କରି ବେଦାନ୍ତ କମ୍ପାନୀ ଖଣି ଉତ୍ତୋଳନ କରିବା ନିମନ୍ତେ ଚେଷ୍ଟା କରୁଛି। ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଡଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ୧୦ କୋଟି ଟଙ୍କା ଅଟକଳରେ ରାସ୍ତା ନିର୍ମାଣ ଚାଲିଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story