ନକ୍ସଲ ସହିଦ ସପ୍ତାହର ଆଜି ଶେଷ ଦିନ

ନାରାୟଣପାଟଣା: ଆଜି ନକ୍ସଲ ସହିଦ ସପ୍ତାହର ଶେଷ ଦିନ। ସହିଦ ସପ୍ତାହର ପ୍ରଥମ ଦିନରେ କେବଳ ଗୋଟିଏ ଦୁଇଟି ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିବା ବେଳେ ଅନ୍ୟ କିଛି ବଡ ଧରଣର ଅଘଟଣ ଘଟିନାହିଁ। ଏନେଇ କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରତିବର୍ଷ ନକ୍ସଲଙ୍କ ସହିଦ ସପ୍ତାହ  ଆରମ୍ଭ ହେବା ମାତ୍ରେ  ମାଓ ଅଧ୍ୟୁକ୍ଷିତ ଅଞ୍ଚଳରେ ପୋଷ୍ଟର ଓ ବନ୍ୟାର ଦେଖିବାକୁ ମିଳେ। ହେଲେ ଚଳିତବର୍ଷ ପ୍ରଥମଥର ପାଇଁ  ନକ୍ସଲଙ୍କ ପୋଷ୍ଟର ବଦଳରେ  […]

mao

mao

Rakesh Mallick
  • Published: Monday, 03 August 2015
  • Updated: 03 August 2015, 06:26 AM IST

Sports

Latest News

ନାରାୟଣପାଟଣା: ଆଜି ନକ୍ସଲ ସହିଦ ସପ୍ତାହର ଶେଷ ଦିନ। ସହିଦ ସପ୍ତାହର ପ୍ରଥମ ଦିନରେ କେବଳ ଗୋଟିଏ ଦୁଇଟି ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିବା ବେଳେ ଅନ୍ୟ କିଛି ବଡ ଧରଣର ଅଘଟଣ ଘଟିନାହିଁ। ଏନେଇ କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ପ୍ରତିବର୍ଷ ନକ୍ସଲଙ୍କ ସହିଦ ସପ୍ତାହ  ଆରମ୍ଭ ହେବା ମାତ୍ରେ  ମାଓ ଅଧ୍ୟୁକ୍ଷିତ ଅଞ୍ଚଳରେ ପୋଷ୍ଟର ଓ ବନ୍ୟାର ଦେଖିବାକୁ ମିଳେ। ହେଲେ ଚଳିତବର୍ଷ ପ୍ରଥମଥର ପାଇଁ  ନକ୍ସଲଙ୍କ ପୋଷ୍ଟର ବଦଳରେ  ପୋଲିସ ପୋଷ୍ଟର ଦେଖିବାକୁ ମିଳିଛି।  ନକ୍ସଲ ନେତା ମାନଙ୍କ ସୂଚନା  କିମ୍ୱା ଧରାଇଦେଲେ ପୁରସ୍କାର ରାଶି ଦେବାକୁ ପୋଲିସ ପୋଷ୍ଟର ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story