୪ଟି ଟ୍ରାକ୍ଟର ଓ ଜେସିବି ଜାଳି ଦେଲେ ନକ୍ସଲ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମଢ଼ୋନାର ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ୪ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବିକୁ ନକ୍ସଲମାନେ ପୋଡ଼ି ଦେଇଥିବା ଜଣାପଡ଼ିଛି। ରାୟଗଡ଼ ଜିଲ୍ଲାର ଛୋଟେ ଜଙ୍ଗଲ ଠାରୁ ମଢ଼ୋନାର ପର୍ଯ୍ୟନ୍ତ ପ୍ରାୟ ୫୧ କିଲୋମିଟର ଯାଏ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କାର୍ଯ୍ୟ ଚାଲିଛି। ଏଥିପାଇଁ ଚାରୋଟି ଟ୍ରାକ୍ଟର ଓ ଗୋଟିଏ ଜେସିବି କାମରେ ଲାଗିଥିଲା। ହେଲେ ସନ୍ଧ୍ୟାପ୍ରାୟ ସାଢ଼େ ୫ଟା ବେଳେ ୩୦୦ରୁ ଅଧିକ ସଶସ୍ତ୍ର ନକ୍ସଲ କାମ ହେଉଥିବା ସ୍ଥାନରେ  […]

malakngiri

malakngiri

Jyoshna Pradhan
  • Published: Sunday, 24 November 2019
  • Updated: 24 November 2019, 01:39 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମଢ଼ୋନାର ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ୪ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବିକୁ ନକ୍ସଲମାନେ ପୋଡ଼ି ଦେଇଥିବା ଜଣାପଡ଼ିଛି। ରାୟଗଡ଼ ଜିଲ୍ଲାର ଛୋଟେ ଜଙ୍ଗଲ ଠାରୁ ମଢ଼ୋନାର ପର୍ଯ୍ୟନ୍ତ ପ୍ରାୟ ୫୧ କିଲୋମିଟର ଯାଏ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କାର୍ଯ୍ୟ ଚାଲିଛି। ଏଥିପାଇଁ ଚାରୋଟି ଟ୍ରାକ୍ଟର ଓ ଗୋଟିଏ ଜେସିବି କାମରେ ଲାଗିଥିଲା। ହେଲେ ସନ୍ଧ୍ୟାପ୍ରାୟ ସାଢ଼େ ୫ଟା ବେଳେ ୩୦୦ରୁ ଅଧିକ ସଶସ୍ତ୍ର ନକ୍ସଲ କାମ ହେଉଥିବା ସ୍ଥାନରେ  ପହଞ୍ଚିଥିଲେ। କାମରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କୁ ସେମାନେ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ପରେ ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଏହି ରାସ୍ତା ପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ତେବେ ଏହି ରାସ୍ତା କାମକୁ ନକ୍ସଲ ଆରମ୍ଭରୁ ବିରୋଧ କରି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story