ନୟାଗଡ: କମେଣ୍ଟ ମରାକୁ କେନ୍ଦ୍ର କରି ଉତ୍ତେଜନା

ନୟାଗଡ଼: ନୟାଗଡ଼ ଜିଲ୍ଲା ସିନ୍ଦୁରିଆ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ଗୋଟିଏ ଗୋଷ୍ଠୀର ଜଣେ ଝିଅକୁ ଅନ୍ୟ ଏକ ଗୋଷ୍ଠୀର ୩ ପୁଅ କମେଣ୍ଟ ମାରିବା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ପୋଲିସ ଗାଁରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛି । ତେବେ ସିନ୍ଦୁରିଆରେ ଏପ୍ରିଲ ୨୪ ତାରିଖରେ ଜଣେ ନାବାଳିକାକୁ ଅପହରଣ ହୋଇଥିବା ଥାନାରେ ଅଭିଯୋଗ ପରେ ସେବେଠାରୁ ଗାଁରେ ଉତ୍ତେଜନା ଲାଗି ରହିଛି। ପୋଲିସ […]

nayagarh

nayagarh

Rakesh Mallick
  • Published: Friday, 12 June 2015
  • Updated: 12 June 2015, 02:27 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ସିନ୍ଦୁରିଆ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ଗୋଟିଏ ଗୋଷ୍ଠୀର ଜଣେ ଝିଅକୁ ଅନ୍ୟ ଏକ ଗୋଷ୍ଠୀର ୩ ପୁଅ କମେଣ୍ଟ ମାରିବା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ପୋଲିସ ଗାଁରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛି । ତେବେ ସିନ୍ଦୁରିଆରେ ଏପ୍ରିଲ ୨୪ ତାରିଖରେ ଜଣେ ନାବାଳିକାକୁ ଅପହରଣ ହୋଇଥିବା ଥାନାରେ ଅଭିଯୋଗ ପରେ ସେବେଠାରୁ ଗାଁରେ ଉତ୍ତେଜନା ଲାଗି ରହିଛି। ପୋଲିସ ସେହିଦିନଠାରୁ ଅପହର୍ତ୍ତାକୁ ଧରିବାରେ ଅସମର୍ଥ ହୋଇଥିବା ଅଭିଯୋଗରେ ମେ ୫ ତାରିଖରେ ଗ୍ରାମବାସୀ ଥାନା ଆଗରେ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ନେଇ ନୟାଗଡ ଏସଡିପିଓ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଜଣେ ପୋଲିସ ହାବିଲଦାରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଉପରେ ତଦନ୍ତ କରୁଥିବା ଏସଡ଼ିପିଓ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story