ବାଣ ବିସ୍ଫୋରଣ ଘଟଣା: ମୃତକଙ୍କ ପରିବାରକୁ ମିଳିଲା ସହାୟତା

ନୟାଗଡ଼: ନୟାଗଡ଼ ବାଣ କାରଖାନାରେ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ବାଣ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଏହି ସହାୟତା ରାଶି ଆଇନ୍‌ ମନ୍ତ୍ରୀ ଅରୁଣ ସାହୁ ପ୍ରଦାନ କରିଛନ୍ତି। ତେବେ ମୃତ ଧନେଶ୍ୱର ଦାସଙ୍କ ଉତ୍ତରାଧିକାରୀ ସତ୍ତ୍ୱବିବାଦ ଯୋଗୁଁ ତାଙ୍କ ପରିବାରର କାହାରିକୁ ଏହି ସହାୟତା ରାଶି ପ୍ରଦାନ କରାଯାଇନି। ତାଙ୍କ ପରିବାର ବିବାଦ […]

explosion

explosion

Rakesh Mallick
  • Published: Friday, 07 October 2016
  • Updated: 07 October 2016, 05:48 PM IST

Sports

Latest News

explosionନୟାଗଡ଼: ନୟାଗଡ଼ ବାଣ କାରଖାନାରେ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ବାଣ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଏହି ସହାୟତା ରାଶି ଆଇନ୍‌ ମନ୍ତ୍ରୀ ଅରୁଣ ସାହୁ ପ୍ରଦାନ କରିଛନ୍ତି। ତେବେ ମୃତ ଧନେଶ୍ୱର ଦାସଙ୍କ ଉତ୍ତରାଧିକାରୀ ସତ୍ତ୍ୱବିବାଦ ଯୋଗୁଁ ତାଙ୍କ ପରିବାରର କାହାରିକୁ ଏହି ସହାୟତା ରାଶି ପ୍ରଦାନ କରାଯାଇନି। ତାଙ୍କ ପରିବାର ବିବାଦ ସମାଧାନ ହେବା ପରେ ସହାୟତା ରାଶି ଦିଆଯିବ ବୋଲି ଆଇନ୍‌ ମନ୍ତ୍ରୀ କହିଛନ୍ତି।

ଆନୁସଙ୍ଗିକ ଅପୌଚାରିକ ପୂରଣ ପରେ ମୃତକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟ ପ୍ରଶମନ ପାଣ୍ଠିରୁ ଆଉ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଗତ ୨୩ ତାରିଖ ରାତିରେ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲେ। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story