ନୟାଗଡ଼: ରକ୍ତ ନେବା ପରେ ୬ ଥାଲାସେମିଆ ଶିଶୁ ଓ ୯ ରୋଗୀ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ନେବା ପରେ ୬ଜଣ ଥାଲାସେମିଆ ଶିଶୁ ଓ ୯ଜଣ ରୋଗୀଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରକ୍ତ ନେବା ପରେ ଥାଲାସେମିଆ ଶିଶୁଙ୍କର ବାନ୍ତି ହେବା ସହ ଝାଡା ହୋଇଥିଲା। କିଛି ପିଲାଙ୍କ ଦେହ ଫୁଲି ଯାଇଥିଲା। ସେମାନଙ୍କ ଭିତରୁ ଜଣେ ଶିଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସେହିପରି ମେଡିସିନ୍‌ ୱାର୍ଡରେ ଚିକିତ୍ସିତ ୩ ଜଣ ବୟସ୍କ ରୋଗୀଙ୍କୁ ରକ୍ତ ଦିଆଯିବା ପରେ […]

nayagarh

nayagarh

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 09:30 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ନେବା ପରେ ୬ଜଣ ଥାଲାସେମିଆ ଶିଶୁ ଓ ୯ଜଣ ରୋଗୀଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରକ୍ତ ନେବା ପରେ ଥାଲାସେମିଆ ଶିଶୁଙ୍କର ବାନ୍ତି ହେବା ସହ ଝାଡା ହୋଇଥିଲା। କିଛି ପିଲାଙ୍କ ଦେହ ଫୁଲି ଯାଇଥିଲା। ସେମାନଙ୍କ ଭିତରୁ ଜଣେ ଶିଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସେହିପରି ମେଡିସିନ୍‌ ୱାର୍ଡରେ ଚିକିତ୍ସିତ ୩ ଜଣ ବୟସ୍କ ରୋଗୀଙ୍କୁ ରକ୍ତ ଦିଆଯିବା ପରେ ସେମାନେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଖବର ପାଇ ଏଡ଼ିଏମଓ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କୁ ଦିଆଯାଇଥିବା ରକ୍ତକୁ ବନ୍ଦ କରିଥିଲେ।

ଘଟଣାର ତଦନ୍ତ କରାଯିବ ବୋଲି ନୟାଗଡ଼ ସଡିଏମଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story