କିଛି ସମୟର ଲୁଚକାଳି ପରେ କାର୍ ଛାଡ଼ି ପଳାଇଲେ  

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଲିସ୍ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ସହ ବେଶ୍‌ କିଛି ସମୟ ଲୁଚକାଳି ଖେଳିବା ପରେ କାର୍ ଛାଡ଼ି ଫେରାର ହୋଇଗଲେ ଚୋରା ଦେଶୀ ମଦ ଚାଲାଣ କରୁଥିବା କିଛି ବ୍ୟବସାୟୀ। ତା’ସହିତ ସେମାନେ କାରରେ ଏକ ହଜାର ଲିଟର ଦେଶୀ ମଦ ବି ଛାଡ଼ି ପଳାଇଥିଲେ, ଯାହାକୁ ପୁଲିସ୍ ଓ ଅବକାରୀ ବିଭାଗ କର୍ମଚାରୀମାନେ ଜବତ କରିଛନ୍ତି । ଫେରାର ଚୋରା ମଦ ବ୍ୟବସାୟୀଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ ଜାରି ରଖିଛି। […]

car

car

Jitendra Garnayak
  • Published: Monday, 10 February 2020
  • Updated: 10 February 2020, 01:50 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଲିସ୍ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ସହ ବେଶ୍‌ କିଛି ସମୟ ଲୁଚକାଳି ଖେଳିବା ପରେ କାର୍ ଛାଡ଼ି ଫେରାର ହୋଇଗଲେ ଚୋରା ଦେଶୀ ମଦ ଚାଲାଣ କରୁଥିବା କିଛି ବ୍ୟବସାୟୀ। ତା’ସହିତ ସେମାନେ କାରରେ ଏକ ହଜାର ଲିଟର ଦେଶୀ ମଦ ବି ଛାଡ଼ି ପଳାଇଥିଲେ, ଯାହାକୁ ପୁଲିସ୍ ଓ ଅବକାରୀ ବିଭାଗ କର୍ମଚାରୀମାନେ ଜବତ କରିଛନ୍ତି । ଫେରାର ଚୋରା ମଦ ବ୍ୟବସାୟୀଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ ଜାରି ରଖିଛି।

ଘଟଣା ଘଟିଛି ରବିବାର ବିଳମ୍ବିତ ରାତିରେ। ଝଡ଼ଖଣ୍ଡରୁ ଏକ ଫୋର୍ଡ କାରରେ ପ୍ରାୟ ଏକ ହଜାର ଲିଟର ଦେଶୀ ମଦ ରାଉରକେଲା ଆସୁଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ ୧୯ ନମ୍ବର ସେକ୍ଟର ଥାନା ପୁଲିସ୍‌ କାର୍‌ଟିର ପିଛା କରିଥିଲେ।  ବେଶ୍‌ କିଛି ସମୟର ଛକା଼ପଞ୍ଜା ପରେ ଅବକାରୀ ବିଭାଗ ଗାଡ଼ିକୁ ଧକ୍କା ଦେଇ କାର୍‌ଟି ପଳାଇଥିଲା । ତେବେ ପୁଲିସ୍ ବି ସେମାନଙ୍କୁ ଗୋଡ଼ାଇଥିଲା। ଫଳରେ ନିରୁପାୟ ହୋଇ ଚୋରା ମଦ ଚାଲାଣକାରୀ ମାନେ ୨୦ନମ୍ବର ସେକ୍ଟରର ମିଶ୍ର ଖଟାଲ ପାଖରେ କାର୍ ଓ ମଦ ଛାଡ଼ି ଫେରାର ହୋଇଯାଇଥିଲେ । ପୁଲିସ୍ ପହଞ୍ଚି ମଦ ଓ କାର୍‌କୁ ଜବତ କରିଥିଲା। ପରେ ପରେ ଅବକାରୀ ବିଭାଗ କର୍ମଚାରୀ ମାନେ ପହଞ୍ଚି ଥିଲେ ଏବଂ ମଦ ସହ ଗାଡ଼ିକୁ ଜବତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story