ଗୋ’ଶାଳା ଉଦ୍‌ଘାଟନ କଲେ ନେପାଳ ରାଜା

<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ୬&nbsp; ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ନରେଶ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଓଡ଼ିଶାରେ ପ୍ରଥମ କାର୍ଯ୍ୟକ୍ରମ ଭାବେ ଅପରାହ୍ଣରେ ଜଟଣୀ ଗଡ଼ରଥିପୁରରରେ ଆନ୍ତର୍ଜାତିକ ଗୋ&rsquo; ସମ୍ବର୍ଦ୍ଧନା ମହୋତ୍ସବରେ ଯୋଗ ଦେଇଥିଲେ। ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦେବା ସହ ଗାଈଙ୍କ ପାଇଁ ଉଦ୍ଦିଷ୍ଟ ଗୋ&rsquo;ଶାଳା ଉଦ୍&zwnj;ଘାଟନ କରିଥିଲେ। ଏହାପରେ ନେପାଳ ନରେଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ।</p> <p>ଆସନ୍ତାକାଲି ସେ ଲିଙ୍ଗରାଜ ମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିବେ। ଶୁକ୍ରବାର ଦିନ ସେ ପୁରୀ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।</p>

Ordigital Desk
  • Published: Wednesday, 07 February 2018
  • Updated: 07 February 2018, 09:06 PM IST

Sports

Latest News

<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ୬&nbsp; ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ନରେଶ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଓଡ଼ିଶାରେ ପ୍ରଥମ କାର୍ଯ୍ୟକ୍ରମ ଭାବେ ଅପରାହ୍ଣରେ ଜଟଣୀ ଗଡ଼ରଥିପୁରରରେ ଆନ୍ତର୍ଜାତିକ ଗୋ&rsquo; ସମ୍ବର୍ଦ୍ଧନା ମହୋତ୍ସବରେ ଯୋଗ ଦେଇଥିଲେ। ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦେବା ସହ ଗାଈଙ୍କ ପାଇଁ ଉଦ୍ଦିଷ୍ଟ ଗୋ&rsquo;ଶାଳା ଉଦ୍&zwnj;ଘାଟନ କରିଥିଲେ। ଏହାପରେ ନେପାଳ ନରେଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ।</p><p>ଆସନ୍ତାକାଲି ସେ ଲିଙ୍ଗରାଜ ମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିବେ। ଶୁକ୍ରବାର ଦିନ ସେ ପୁରୀ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos