ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା। ମାତ୍ର ତିନି ଚାରି ଦିନର ଶିଶୁ କନ୍ୟାକୁ ଜଙ୍ଗଲରେ କେହି ଫୋପାଡ଼ି ପଳାଇଥିବା ଜଣାଯାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଦେଖାଦେଇଛି। ଏହି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଜଙ୍ଗଲରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଗତକାଲି ଛୁଆଟି ଜଙ୍ଗଲରେ କାନ୍ଦୁଥିବା ସ୍ଥାନୀୟ ଲୋକେ ଶୁଣିଥିଲେ। ପରେ ସେମାନେ ଶିଶୁଟିକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର […]

New-

New-

Tapaswini Nayak
  • Published: Monday, 07 October 2019
  • Updated: 07 October 2019, 08:49 AM IST

Sports

Latest News

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା। ମାତ୍ର ତିନି ଚାରି ଦିନର ଶିଶୁ କନ୍ୟାକୁ ଜଙ୍ଗଲରେ କେହି ଫୋପାଡ଼ି ପଳାଇଥିବା ଜଣାଯାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଦେଖାଦେଇଛି।

ଏହି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଜଙ୍ଗଲରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଗତକାଲି ଛୁଆଟି ଜଙ୍ଗଲରେ କାନ୍ଦୁଥିବା ସ୍ଥାନୀୟ ଲୋକେ ଶୁଣିଥିଲେ। ପରେ ସେମାନେ ଶିଶୁଟିକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି।

ପୁଲିସ୍‌ ଓ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇ ଶିଶୁଟିର ଥଇଥାନ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜନ୍ମ ପରେ ଶିଶୁଟିକୁ ପରିବାର ଲୋକେ ଛାଡ଼ି ଦେଇଯାଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story