ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୭୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୫୮୩ଟି ହେଉଛି ଲୋକାଲ୍ କେସ୍।
Covid-19 Report For 6th September
New Positives Cases: 3861
In quarantine: 2278
Local contacts: 1583(Details of local contacts will be shared by concerned Dist Administration)
District Wise Cases
1. Angul: 120
2. Balasore: 105
3. Bargarh: 176
4. Bhadrak: 74
5. Balangir: 75— I & PR Department, Odisha (@IPR_Odisha) September 7, 2020
ଖୋର୍ଦ୍ଧାରୁ ପୁଣି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୭୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୬, ଯାଜପୁରରୁ ୨୮୫ ଓ ପୁରୀରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି।
6. Boudh: 22
7. Cuttack: 386
8. Deogarh: 12
9. Dhenkanal: 74
10. Gajapati: 14
11. Ganjam: 91
12. Jagatsinghpur: 86
13. Jajpur: 285
14. Jharsuguda: 199
15. Kalahandi: 28
16. Kandhamal: 25
17. Kendrapada: 83
18. Keonjhar: 66
19. Khurda: 767
20. Koraput: 86
21. Malkangiri: 33— I & PR Department, Odisha (@IPR_Odisha) September 7, 2020
ରାୟଗଡ଼ାରୁ ୧୫୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ୧୧୭, ମୟୂରଭଞ୍ଜରୁ ୧୧୨ ଓ ବରଗଡ଼ରୁ ୧୭୬ ଜଣ ଚିହ୍ନଟ ହୋଇଛନ୍ତି।
22. Mayurbhanj: 122
23. Nawarangpur: 44
24. Nayagarh: 57
25. Nuapada: 48
26. Puri: 200
27. Rayagada: 153
28. Sambalpur: 77
29. Sonepur: 117
30. Sundargarh: 96
31. State Pool: 140New Recoveries: 2590
Cumulative Tested: 2143566
Positive:127892
Recovered: 96364
Active Cases:30919— I & PR Department, Odisha (@IPR_Odisha) September 7, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ରେ ପହଞ୍ଚିଥିବା ବେଳେ ୯୬,୩୬୪ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦,୯୧୯ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫୫୬ରେ ପହଞ୍ଚିଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।