ରାଜ୍ୟରେ ଚିହ୍ନଟ ହେଲେ ୧୩୮୪ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୨୮ ଜିଲ୍ଲାରୁ ୧୪୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୪୯୫ ହେଉଛି ଲୋକାଲ୍ କେସ୍‌।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୩୭,୬୮୧ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ସାରିଲେଣି ୨୩,୦୭୩ ଜଣ। ଏହାବ୍ୟତୀତ ରାଜ୍ୟରେ ଆକ୍ଟିଭ କେସ୍‌ ହେଉଛି ୧୪,୩୫୦। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୬ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ଯୁବ ଓ ଛାତ୍ର କମିଟିକୁ ନେଇ ବିଦ୍ରୋହ: ନବୀନଙ୍କ ଆଡ଼କୁ ଉଠିଲା ଅଙ୍ଗୁଳି

ଜାତିସଂଘରେ ମୋଦିଙ୍କ ପ୍ରତିଜ୍ଞା: ଭାରତ ସାରା ବିଶ୍ୱକୁ ଟିକା ଯୋଗାଇ ଦେବ

ନଡ୍ଡାଙ୍କ ଟିମ୍‌ରେ ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ

ରାଜ୍ୟରେ ଚିହ୍ନଟ ହେଲେ ୪୩୫୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ୯୦୦ ପାର୍‌

ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟ ପରେ ଭାରତ କହିଲା ‘ନିର୍ଲଜ ଦେଶ’

ପୁରୀ: କ୍ଷତିଗ୍ରସ୍ତ କହିଲେ ଆମକୁ ବିବାଦୀୟ ଜମି ଦେଇଛନ୍ତି ସରକାର

୨୯ରେ ଘୋଷଣା ହେବ ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ତାରିଖ

କରୋନା ବେଳେ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା, ଆକ୍ରାନ୍ତ ବି ଦେବେ ଭୋଟ୍

ରାଜ୍ୟରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀଙ୍କ ‘ଭାରତ ବନ୍ଦ’

କରୋନା ମୁକାବିଲା: କେନ୍ଦ୍ର ବଢ଼ାଇଲା ସହାୟତା ଅର୍ଥ, ୧୦୬୯ କୋଟି ମଞ୍ଜୁର

ସତ୍ୟନଗର ଶ୍ମଶାନ କହିବ ସତ କ’ଣ ?