ନୂଆ ବର୍ଷରେ ନୂଆ ଡିଜିପି ଦେଲେ କଡ଼ା ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ ବଂଶଲ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଗରିବ, ଅସହାୟ ,ନିର୍ଦ୍ଧନ ଲୋକଙ୍କୁ ସହାୟତା ଦେବାକୁ ପୁଲିସ୍‌ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆହୁରି ଜୋରଦାର କରାଯିବ ବୋଲି ଚେତବାନୀ ବି ଦେଇଛନ୍ତି। ଗତକାଲି ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ […]

dgp

dgp

Niharika Rout
  • Published: Saturday, 01 January 2022
  • Updated: 01 January 2022, 02:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ ବଂଶଲ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଗରିବ, ଅସହାୟ ,ନିର୍ଦ୍ଧନ ଲୋକଙ୍କୁ ସହାୟତା ଦେବାକୁ ପୁଲିସ୍‌ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆହୁରି ଜୋରଦାର କରାଯିବ ବୋଲି ଚେତବାନୀ ବି ଦେଇଛନ୍ତି।

ଗତକାଲି ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ଏଥିସହ ନିଜ ବାର୍ତ୍ତାରେ ଅସହାୟଙ୍କ ପାଇଁ ସେବା ମନୋବୃତ୍ତି  ନେଇ ପୁଲିସ୍‌ ସର୍ମପିତ ଭାବେ କାମ କରିବ ବୋଲି କହିଛନ୍ତି।  କେବଳ ସେତିକି ନୁହେଁ,  ଦୂରବର୍ତ୍ତୀ ସ୍ଥାନରେ ରହୁଥିବା ଜନଜାତି ଲୋକଙ୍କ ନିକଟବର୍ତ୍ତୀ ହେବ ପୁଲିସ୍‌ । ସେମାନଙ୍କ  ଆବଶ୍ୟକତା ଅନୁଯାୟୀ, କାମ କରିବାକୁ ଆଜିଠୁ ପୁଲିସ୍‌ ନିଜକୁ ସମର୍ପିତ କରୁଛି। ଏଥିସହ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ନୂଆ ଡିଜିପି।

ହେଲେ ଆଇନ ଭଙ୍ଗକାରୀଙ୍କୁ ପ୍ରତି ପୁଲିସ୍‌ ଆହୁରି କଠୋର ହେବ ବୋଲି ନୂଆ ବର୍ଷରେ କଡ଼ା ଚେତାବନୀ ଦେଲେ ଡିଜିପି । ଆଇନ ଭଙ୍ଗକାରୀ, ସଂଗଠିତ ଅପରାଧକାରୀଙ୍କ ବିରୋଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଶା କାରବାର ଉପରେ କଡ଼ା ନଜର ରଖାଯିବା ସହ ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ବନ୍ଧାଯିବ। ରାଜ୍ୟର ସୁରକ୍ଷା ଭାରକୁ ଆହୁରି ସୁଦୃଢ କରାଯିବ ବୋଲି କହିଛନ୍ତି ଡିଜିପି ବଂଶଲ ।

ସୂଚନାଯୋଗ୍ୟ, ଗତକାଲି ପୂର୍ବତନ ଡିଜିପି ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ଡିଜିପି ସୁନୀଲ ବଂଶଲ। ଏହି ଅବସରରେ ଲୋକଙ୍କ ସୁରକ୍ଷା ଓ ସେବାକୁ ପ୍ରାଥମିକ ଗୁରୁତ୍ୱ ଦେବା ସହ,  ମାଓ ଦମନ କ୍ଷେତ୍ରରେ ଓଡ଼ିଶା ଅର୍ଜନ କରିଥିବା ସୁନାମକୁ ବଜାୟ ରଖାଯିବ ବୋଲି କହିଥିଲେ। ଏହାବାଦ ମହିଳା ଓ ବରିଷ୍ଠ ନାଗରିକଙ୍କୁ ପୁଲିସ୍‌ ବନ୍ଧୁଭାବାପନ୍ନ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story