ଓଡ଼ିଶାରେ ଆରମ୍ଭ ହେଲା ଆଉଏକ ନୂଆ ଏଫ୍‌.ଏମ୍. ରେଡିଓ

ଓଡ଼ିଆ ଗଣମାଧ୍ୟମ ଜଗତରେ ଯୋଡ଼ି ହୋଇଛି ଆଉଏକ ନୂଆ ଅଧ୍ୟାୟ। ଓଡ଼ିଶାର ନମ୍ବର ୱାନ୍ ଗଣମାଧ୍ୟମ ସଂସ୍ଥା ‘ଓଡ଼ିଶା ଟେଲିଭିଜନ ନେଟୱର୍କ’ ଆଉଏକ ନୂଆ ‍କ୍ଷେତ୍ରରେ ପାଦ ଦେଇଛି। ନମ୍ବର-୧ ନ୍ୟୁଜ୍ ଚ୍ୟାନେଲ ଓଟିଭି, ଲୋକପ୍ରିୟ ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ ତରଙ୍ଗ, ଭକ୍ତିଭରା ଟିଭି ଚ୍ୟାନେଲ୍ ପ୍ରାର୍ଥନା, ମ୍ୟୁଜିକ୍ ଚ୍ୟାନେଲ ତରଙ୍ଗ ମ୍ୟୁଜିକ୍ ଏବଂ ଫିଲ୍ମ ଚ୍ୟାନେଲ୍ ଅଳଙ୍କାର ପରେ, ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କ ରାଜ୍ୟରେ ଆରମ୍ଭ କରିଛି ଏକ ନୂଆ ଏଫ୍‌ଏମ୍‌ ରେଡିଓ। ଏହାର ନାଁ ରହିଛି […]

Radio-Odisha

Radio-Odisha

Ordigital Desk
  • Published: Friday, 01 December 2017
  • Updated: 01 December 2017, 06:18 PM IST

Sports

Latest News

ଓଡ଼ିଆ ଗଣମାଧ୍ୟମ ଜଗତରେ ଯୋଡ଼ି ହୋଇଛି ଆଉଏକ ନୂଆ ଅଧ୍ୟାୟ। ଓଡ଼ିଶାର ନମ୍ବର ୱାନ୍ ଗଣମାଧ୍ୟମ ସଂସ୍ଥା ‘ଓଡ଼ିଶା ଟେଲିଭିଜନ ନେଟୱର୍କ’ ଆଉଏକ ନୂଆ ‍କ୍ଷେତ୍ରରେ ପାଦ ଦେଇଛି। ନମ୍ବର-୧ ନ୍ୟୁଜ୍ ଚ୍ୟାନେଲ ଓଟିଭି, ଲୋକପ୍ରିୟ ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ ତରଙ୍ଗ, ଭକ୍ତିଭରା ଟିଭି ଚ୍ୟାନେଲ୍ ପ୍ରାର୍ଥନା, ମ୍ୟୁଜିକ୍ ଚ୍ୟାନେଲ ତରଙ୍ଗ ମ୍ୟୁଜିକ୍ ଏବଂ ଫିଲ୍ମ ଚ୍ୟାନେଲ୍ ଅଳଙ୍କାର ପରେ, ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କ ରାଜ୍ୟରେ ଆରମ୍ଭ କରିଛି ଏକ ନୂଆ ଏଫ୍‌ଏମ୍‌ ରେଡିଓ। ଏହାର ନାଁ ରହିଛି 98.3 Radio Odisha । ଡିସେମ୍ବର ପହିଲା ଅର୍ଥାତ ଆଜିଠାରୁ ଇସ୍ପାତ ନଗରୀ ରାଉରକେଲାରେ ଏହାର ପ୍ରସାରଣ ଆରମ୍ଭ ହୋଇଛି। ଯଦିଓ ଏହାର ଏଫ୍‌.ଏମ୍‌. ଫ୍ରିକୁଏନ୍ସି ଆକାଶ ମାର୍ଗରେ ୫୦ କିଲୋମିଟର ପରିସୀମା ଭିତରେ ସୀମିତ ରହିବ, ତଥାପି ଆପଣ ଚାହିଁଲେ ଏହାକୁ ବିଶ୍ୱର ଯେକୌଣସି ସ୍ଥାନରେ ଆରାମରେ ଶୁଣିପାରିବେ। ସେଥିପାଇଁ ଆପଣଙ୍କୁ 98.3 Radio Odishaର app ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ପ୍ରତ୍ୟହ ଡିଭୋସ୍‌ନାଲ, ଫିଲ୍ମ, ଆଲବମ୍‌, ସମ୍ବଲପୁରୀ ଗୀତ ସହିତ କ୍ଷୁଦ୍ରଗଳ୍ପ ଓ ନାଟକ ସହ ଅନେକ ନୂଆ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ନେଇ 98.3 Radio Odisha ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story