ସ୍ୱାଭିମାନ ଅଞ୍ଚଳରେ ବଦଳିବ ସ୍ୱାସ୍ଥ୍ୟ ସେବା, ପ୍ରତିଷ୍ଠା ହେଲା ମେଡ଼ିକାଲ୍‌

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ଆଉ ଏହା ପରେ ବଦଳିଥିଲା ସ୍ୱାଭିମାନ ଅଞ୍ଚଳର ଚିତ୍ର ଓ ଚରିତ୍ର। ବିକାଶର ମାନଚିତ୍ରରେ ସାମିଲ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ଏବେ ଆଉ ଗୋଟିଏ ପଦ ଆଗକୁ ଯାଉଛି ସ୍ୱାଭିମାନ ଅଞ୍ଚଳ। ସେଠାରେ ପ୍ରତିଷ୍ଠା କରାଯାଉଛି ଅତ୍ୟାଧୁନିକ ମେଡ଼ିକାଲ୍‌। ଆଉ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ମିଳି ହାଇଟେକ୍‌ ଚିକିତ୍ସା ସୁବିଧା। ଆଦିବାସୀ ଅଧ୍ୟୁଷିତ ନକ୍ସଲ ପ୍ରବଣ ଚିତ୍ରକୁଣ୍ଡା ବ୍ଲକ୍‌ର […]

Malkangiri

Malkangiri

Manoranjan Sial
  • Published: Monday, 29 November 2021
  • Updated: 29 November 2021, 07:58 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ଆଉ ଏହା ପରେ ବଦଳିଥିଲା ସ୍ୱାଭିମାନ ଅଞ୍ଚଳର ଚିତ୍ର ଓ ଚରିତ୍ର। ବିକାଶର ମାନଚିତ୍ରରେ ସାମିଲ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ଏବେ ଆଉ ଗୋଟିଏ ପଦ ଆଗକୁ ଯାଉଛି ସ୍ୱାଭିମାନ ଅଞ୍ଚଳ। ସେଠାରେ ପ୍ରତିଷ୍ଠା କରାଯାଉଛି ଅତ୍ୟାଧୁନିକ ମେଡ଼ିକାଲ୍‌। ଆଉ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ମିଳି ହାଇଟେକ୍‌ ଚିକିତ୍ସା ସୁବିଧା।

ଆଦିବାସୀ ଅଧ୍ୟୁଷିତ ନକ୍ସଲ ପ୍ରବଣ ଚିତ୍ରକୁଣ୍ଡା ବ୍ଲକ୍‌ର ସ୍ୱଭିମାନଞ୍ଚଳ। ଏହି ଅଞ୍ଚଳବାସୀଙ୍କୁ ହାଇଟେକ୍‌ ଚିକିତ୍ସା ସେବା ଯୋଗାଇଦେବା ପାଇଁ ବଡ଼ପଡ଼ାଠାରେ ପ୍ରତିଷ୍ଠା କରାଯାଉଛି ପୋର୍ଟେବୁଲ ହେଲଥ୍‌ କେୟାର ୟୁନିଟ୍‌। ଓଡ଼ିଶା ରାଜ୍ୟ ସରକାର ଓ ଆମେରିକାନ୍‌ ଇଣ୍ଡିଆ ଫାଉଣ୍ଡେସନ୍‌ ପକ୍ଷରୁ ନିର୍ମାଣ ହୋଇଥିବା ମେଡ଼ିକାଲ୍‌ରେ ରହିଛି ୫୦ ଶଯ୍ୟା। ଏଥିସହିତ ମିଳିବ ଉଚ୍ଚ ମାନର ଚିକିତ୍ସା ସୁବିଧା। ପୂର୍ବ ପରି ଆଉ ବିଚ୍ଛିନ୍ନଞ୍ଚଳବାସୀଙ୍କୁ ଆଉ ଚିତ୍ରକୁଣ୍ଡା, ଜିଲ୍ଲା ସରମହକୁମା କିମ୍ୱା କୋରାପୁଟ୍‌ ଯିବାକୁ ପଡ଼ିବ ନାହିଁ। ଗାଁର ଗରିବ ଆଦିବାସୀଙ୍କୁ ମିଳିବ ଉନ୍ନତ ମାନର ଚିକିତ୍ସା ସୁବିଧା।

ଏହି ପୋର୍ଟେବୁଲ ହେଲଥ୍‌ କେୟାର ୟୁନିଟ୍‌କୁ ଚେନ୍ନାଇ ଆଇଆଇଟି ଡିଜାଇନ୍‌ କରିଛି। ଏହାକୁ ଆର୍ଥିକ ସହାୟତା ପ୍ରଦାନ କରିଛି ମାଷ୍ଟରକାର୍ଡ। ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ସୁବିଧା ଯୁକ୍ତ ମେଡ଼ିକାଲ୍‌। ସବୁ ରୁମ୍‌ରେ ଶୀତ ତାପ ନିୟନ୍ତ୍ରିତ। ରୋଗୀଙ୍କ ପାଇଁ ୪୬ଟି ନର୍ମଳ ବେଡ୍‌ ଓ ଭେଣ୍ଟିଲେଟର ଯୁକ୍ତ ୪ଟି ଆଇସିଇଉ ବେଡ୍‌ ରହିଛି। ମେଡ଼ିକାଲରେ ଅକ୍ସିଜେନ କନ୍‌ସେଣ୍ଟଟେରର ବ୍ୟବସ୍ଥା ରହିଛି। ଡାକ୍ତର ଓ ନର୍ସଙ୍କ ରହିବା ସହିତ ଓପିଡ଼ି ବ୍ୟବସ୍ଥା ରହିଛି। ଏହି ମେଡିକାଲ୍‌ର ଗୃହ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯାଇଛି। ମାତ୍ର ଯନ୍ତ୍ରାଂଶ ସାହି ନାହିଁ। ଯନ୍ତ୍ରାଂଶ ଆସିଲେ ମେଡିକାଲ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।

ପୂର୍ବରୁ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ୯ଟି ପଞ୍ଚାୟତ ବାସୀଙ୍କୁ ଚିତ୍ରକୁଣ୍ଡା ଓ ମାଲକାନଗିରି ମେଡ଼ିକାଲ, କୋରାପୁଟ ମେଡିକାଲକୁ ଯାଉଥିଲେ। ସେହି ଅସୁବିଧା ଦୂର ପାଇଁ ଏହି ମେଡିକାଲ ପ୍ରତିଷ୍ଠା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story