ଆପାର୍ଟମେଣ୍ଟରେ ରହିବେ ସରକାରୀ କର୍ମଚାରୀ ! ଭଙ୍ଗାଯିବ ପୁରୁଣା, ତିଆରି ହେବ ନୂଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କର୍ମଚାରୀଙ୍କ ପାଇଁ ରାଜଧାନୀ ଭୁବନେଶ୍ୱରରେ କ୍ୱାଟର୍ସ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର କମ୍ପ୍ରେନସିଭ୍ ଗଭର୍ଣ୍ଣମେଣ୍ଟଆକୋମେଡେସନ୍ ଡେଭଲପମେଣ୍ଟ ପ୍ରୋଗ୍ରାମ(ଜିଏଡିପି) ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀମାନଙ୍କ କ୍ୱାଟର୍ସ ଅଭାବକୁ ଦୂର କରିବା ଓ ୫୦ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସରକାରୀ କ୍ୱାଟର୍ସଗୁଡ଼ିକୁ ଭାଙ୍ଗି ନୂଆ କରି ନିର୍ମାଣ ନିମନ୍ତେ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ପାଇଁ ୨୦୦କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରାଯିବା ସହ ସାପ୍ତାହିକ […]

Govt-officer

Govt-officer

Tapas Behera
  • Published: Friday, 04 October 2019
  • Updated: 04 October 2019, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କର୍ମଚାରୀଙ୍କ ପାଇଁ ରାଜଧାନୀ ଭୁବନେଶ୍ୱରରେ କ୍ୱାଟର୍ସ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର କମ୍ପ୍ରେନସିଭ୍ ଗଭର୍ଣ୍ଣମେଣ୍ଟଆକୋମେଡେସନ୍ ଡେଭଲପମେଣ୍ଟ ପ୍ରୋଗ୍ରାମ(ଜିଏଡିପି) ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀମାନଙ୍କ କ୍ୱାଟର୍ସ ଅଭାବକୁ ଦୂର କରିବା ଓ ୫୦ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସରକାରୀ କ୍ୱାଟର୍ସଗୁଡ଼ିକୁ ଭାଙ୍ଗି ନୂଆ କରି ନିର୍ମାଣ ନିମନ୍ତେ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ପାଇଁ ୨୦୦କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରାଯିବା ସହ ସାପ୍ତାହିକ ବ୍ୟବଧାନରେ ଏହାର ଅଗ୍ରଗତିର ତଦାରଖ ନିମନ୍ତେ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ୫୦% କ୍ୱାଟର୍ସକୁ ଭାଙ୍ଗି ସେଠାରେ ବହୁତଳ ପ୍ରାସାଦ ନିର୍ମାଣ ପାଇଁ ବାଚସ୍ପତି ଗତମାସରେ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କ କ୍ୱାଟର୍ସ ଅଭାବକୁ ଦୂର କରିବା ଓ ପୁରୁଣା କ୍ୱାଟର୍ସଗୁଡ଼ିକର ପୁନଃନିର୍ମାଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀଙ୍କ ପାଇଁ କେବଳ ଆପାର୍ଟମେଣ୍ଟ୍ ଷ୍ଟାଇଲରେ ଗୃହ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କ ନିମନ୍ତେ ୟୁନିଟ୍-୮ ଡିଏଭି ସ୍କୁଲ ପାଖରେ ଥିବା ୧.୨୪୪ ଏକର ଓ ପୁରୁଣା ଏଜି କଲୋନୀରେ ଥିବା ୧.୫ଏକର ଜମିରେ ବହୁତଳ ପ୍ରାସାଦ ନିର୍ମାଣ କରାଯିବ। ଏହାସହିତ ଶିଶୁଭବନ ଛକରୁ ଗୁରୁଦ୍ୱାର ପର୍ଯ୍ୟନ୍ତ ଜନପଥ କଡ଼ରେ ଥିବା ସମସ୍ତ ସରକାରୀ କ୍ୱାଟର୍ସଗୁଡ଼ିକର ସର୍ଭେ କରାଯିବ। ଇଷ୍ଟେଟ୍ ନିର୍ଦ୍ଦେଶକଙ୍କ ଦ୍ୱାରା ଏହି ସର୍ଭେ କରାଯାଇ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ମଧ୍ୟରେ ପ୍ରାୟ ୨୦ଏକର ଜମିକୁ ଚିହ୍ନଟ କରାଯାଇ ସେଠାରେ ମଧ୍ୟ ବହୁତଳ କୋଠା ନିର୍ମାଣ ହେବ। ଏହି ବହୁତଳ ପ୍ରାସାଦ କୋଠାଗୁଡ଼ିକ ସିପିଡବ୍ଲ୍ୟୁ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ନିର୍ମାଣ ହେବ। ଏହି ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ଗୃହଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ୧୦ବର୍ଷ ପର୍ଯ୍ୟନ୍ତ ଟେଣ୍ଡର ନେଇଥିବା ସଂସ୍ଥା ବୁଝିବ। ଓଡ଼ିଶା ବ୍ରିଜ୍ କର୍ପୋରେସନ୍ ଏହି ପ୍ରୋଜେକ୍ଟଗୁଡ଼ିକର ନୋଡାଲ ଏଜେନ୍ସୀ ଭାବେ କାର୍ଯ୍ୟ କରିବ।
ସେହିପରି ଏବେ ଏମଏଏଲ କଲୋନୀ ୨ଟି ପ୍ୟାଚରେ ଅବସ୍ଥିତ। ଗୋଟିଏ ପ୍ୟାଚ ୯ଏକର ଜମିରେ ଓ ଅନ୍ୟଟି ୧୨ଏକର ଜମିରେ ରହିଛି। ତେବେ ଏହି ପ୍ୟାଚ୍ ମଧ୍ୟରୁ କେଉଁଠି ପ୍ରଥମେ ପୁନଃନିର୍ମାଣ(ଆପାର୍ଟମେଣ୍ଟ୍) କାର୍ଯ୍ୟ ଆରମ୍ଭ ହେବ, କେଉଁ ବର୍ଗର ଗୃହ ନିର୍ମାଣ ହେବ ଓ କ’ଣ ସବୁ ସୁବିଧା ସେଥିରେ ଉପଲବ୍ଧ ହେବ ତାହା ବାଚସ୍ପତି ନିର୍ଦ୍ଧାରଣ କରିବେ। ବାଚସ୍ପତିଙ୍କ ସହ ଆଲୋଚନା କରି ଏମଏଲଏ କଲୋନୀର ପୁନଃନିର୍ମାଣ କାର୍ଯ୍ୟ ଇପିସି ମୋଡରେ କରିବାକୁ ସ୍ଥିର ହୋଇଛି।

ସରକାରୀ କ୍ୱାଟର୍ସ ନିର୍ମାଣ ପାଇଁ ଏବେ ତକ୍ରାଳ ୨୦୦କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରାଯାଇଥିବାବେଳେ ବାକି ଅର୍ଥ ସରକାରୀ ଜମି ମନିଟାଇଜେସନ୍ ମାଧ୍ୟମରେ ଭରଣା କରିବାକୁ ନିଷ୍ପତ୍ତି ହୋଇଛି।
ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି ଯେଉଁଥିରେ ଅର୍ଥ, ସାଧାରଣ ପ୍ରଶାସନ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗର ସଚିବମାନେ ସଦସ୍ୟ ରହିଛନ୍ତି ।

ଏସବୁ ବ୍ୟତୀତ ଭୁବନେଶ୍ୱରରେ କେଉଁ ବର୍ଗର କର୍ମଚାରୀଙ୍କ ପାଇଁ କେତେ କ୍ୱାଟର୍ସର ଆବଶ୍ୟକତା ରହିଛି ତା’ର ଏକ ରିପୋର୍ଟ ତୁରନ୍ତ ପୂର୍ତ୍ତ ବିଭାଗକୁ ପ୍ରଦାନ କରିବା ନିମନ୍ତେ ଇଷ୍ଟେଟ୍ ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story