ସରିଲା ଆନ୍ତଃ ସ୍କୁଲ୍ କୋଲାଜ ଓ ଲୋକ ନୃତ୍ୟ ପ୍ରତିଯୋଗିତା

କଟକ (ଓଡ଼ିଶା ରିପୋର୍ଟର): ମିଶନରୋଡ଼ ସ୍ଥିତ ନ୍ୟୁଷ୍ଟିୱାର୍ଟ ସ୍କୁଲରେ ଆନ୍ତଃ ସ୍କୁଲ କୋଲାଜ ଓ ଲୋକ ନୃତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ସ୍କୁଲର ରୌପ୍ୟ ଜୟନ୍ତି ଉପଲକ୍ଷେ ଏହି ପ୍ରତିଯୋଗିତା ହୋଇଥିଲା। ସ୍କୁଲର ଅଧ୍ୟକ୍ଷା ଏମ୍ ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗିତା କରାଯାଇଥିଲା। ଏଥିରେ କଟକ ଡାୟୋସେସ୍ ଅଧୀନରେ ଥିବା ନ୍ୟୁ ଷ୍ଟିୱାର୍ଟ ସ୍କୁଲ, ଷ୍ଟିୱାର୍ଟ ସ୍କୁଲ କଟକ, ଷ୍ଟିୱାର୍ଟ ସ୍କୁଲ ସୁକିନ୍ଦା, ଷ୍ଟିୱାର୍ଟ ସ୍କୁଲ ଭୁବନେଶ୍ୱର, ବକ୍ଲି ବାଳିକା ବିଦ୍ୟାଳୟ ଓ ଥମ୍‌ସନ୍‌ ସିଟି ଟ୍ରେନିଂ […]

Rakesh Mallick
  • Published: Friday, 27 October 2017
  • Updated: 28 October 2017, 03:30 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ମିଶନରୋଡ଼ ସ୍ଥିତ ନ୍ୟୁଷ୍ଟିୱାର୍ଟ ସ୍କୁଲରେ ଆନ୍ତଃ ସ୍କୁଲ କୋଲାଜ ଓ ଲୋକ ନୃତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ସ୍କୁଲର ରୌପ୍ୟ ଜୟନ୍ତି ଉପଲକ୍ଷେ ଏହି ପ୍ରତିଯୋଗିତା ହୋଇଥିଲା। ସ୍କୁଲର ଅଧ୍ୟକ୍ଷା ଏମ୍ ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗିତା କରାଯାଇଥିଲା। ଏଥିରେ କଟକ ଡାୟୋସେସ୍ ଅଧୀନରେ ଥିବା ନ୍ୟୁ ଷ୍ଟିୱାର୍ଟ ସ୍କୁଲ, ଷ୍ଟିୱାର୍ଟ ସ୍କୁଲ କଟକ, ଷ୍ଟିୱାର୍ଟ ସ୍କୁଲ ସୁକିନ୍ଦା, ଷ୍ଟିୱାର୍ଟ ସ୍କୁଲ ଭୁବନେଶ୍ୱର, ବକ୍ଲି ବାଳିକା ବିଦ୍ୟାଳୟ ଓ ଥମ୍‌ସନ୍‌ ସିଟି ଟ୍ରେନିଂ ସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।

ଏହି ପ୍ରତିଯୋଗିତାର କୋଲାଜ ବିଭାଗରେ ଷ୍ଟିୱାର୍ଟ ସ୍କୁଲ ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ  ଷ୍ଟିୱାର୍ଟ ସ୍କୁଲ କଟକ  ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ଥମ୍‌ସନ୍‌ ସିଟି ଟ୍ରେନିଂ ପ୍ରତିଷ୍ଠାନ ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ଚିତ୍ରକଳା ପ୍ରତିଯୋଗିତାରେ ମଧ୍ୟ ସ୍କୁଲ ଗୁଡ଼ିକ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଡାୟୋସେସ୍‌ର ସମ୍ପାଦକ ତଥା ଆଇନଜୀବୀ ବିଭୁଦତ୍ତ ଦାସ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବରେ ଷ୍ଟିୱାର୍ଟ ସ୍କୁଲର ସମ୍ପାଦକ ଶୋଭନ ପଣ୍ଡା ଡି.ମାଟିନା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ପ୍ରତିଯୋଗିତା ବୁଲି ଦେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story