ଦେଶୀ ମଦରେ ବିଦେଶୀ ତଡ଼କା; ମହୁଲ ପୋଚରେ ପଡ଼ୁଛି ସେଓ, ଅଙ୍ଗୁର ସାଙ୍ଗକୁ କାଜୁ, କିସମିସ୍‌

ବାରିପଦା(ମାଣିକ ଳାଲ ପାଣି): ଦେଶୀ ମଦରେ ମିଶୁଛି ବିଦେଶୀ ତଡ଼କା । ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବାକୁ ଏପରି ଚାଲ ଖେଳୁଛନ୍ତି ମଦ ମାଫିଆ । ଦେଶୀ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଦାମୀ ଫଳ । ମହୁଲ ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଆଦି ଦାମୀ ଫଳ ସମେତ କାଜୁ, କିସମିସ୍‌  ଆଦି  ମିଶାଇ ମାଫିଆ ପ୍ରସ୍ତୁତ କରୁଛନ୍ତି ମଦ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ […]

liquor

liquor

Niharika Rout
  • Published: Friday, 27 August 2021
  • Updated: 27 August 2021, 09:45 AM IST

Sports

Latest News

ବାରିପଦା(ମାଣିକ ଳାଲ ପାଣି): ଦେଶୀ ମଦରେ ମିଶୁଛି ବିଦେଶୀ ତଡ଼କା । ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବାକୁ ଏପରି ଚାଲ ଖେଳୁଛନ୍ତି ମଦ ମାଫିଆ । ଦେଶୀ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଦାମୀ ଫଳ । ମହୁଲ ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଆଦି ଦାମୀ ଫଳ ସମେତ କାଜୁ, କିସମିସ୍‌  ଆଦି  ମିଶାଇ ମାଫିଆ ପ୍ରସ୍ତୁତ କରୁଛନ୍ତି ମଦ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏପରି ଚକିତ କରିବା ପରି ଘଟଣା ସାମ୍ନାକୁ ଆସିଛି ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏହି ଘଟଣା ସାମ୍ନାକୁ ଆସିଛି ।  ମହୁଲ ପୋଚରେ ଏପରି ଦାମୀ ଫଳ ମିଶି ପ୍ରସ୍ତୁତ ହେଉଥିବା ମଦକୁ ସ୍ପେଶାଲ ବ୍ରାଣ୍ଡ କହି ମୟୂରଭଞ୍ଜରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ପଠାଯାଉଥିବା ଚଢାଉ ବେଳ ସୂଚନା ମିଳିଛି ।

ଚଢାଉ ବେଳେ ୩୫ କ୍ୱିଣ୍ଟାଲ ପୋଚ, ୧୨୦ ଲିଟର ଦେଶୀ ମଦ ସହ ବ୍ୟାପକ ମଦ ରନ୍ଧା ସରଞ୍ଜାମ ଜବତ ହୋଇଛି । ପୂର୍ବରୁ ମହୁଲ ଫୁଲକୁ ପଚାଇ ଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା । ହେଲେ ଏବେ ମାଫିଆଙ୍କ ନୂଆ ଫଣ୍ଡା ଦେଖି ଚକିତ ହୋଇଯାଇଛନ୍ତି ଚଢାଉ ପାଇଁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀ। 

ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ମାଫିଆଅମାନେ ଏହି ନୂଆ କୌଶଳ ଆପଣାଇଥିବା ଜଣାପଡ଼ିଛି  । ମଦକୁ ସ୍ପେଶାଲ ବ୍ରାଣ୍ଡ କହି ମୟୁରଭଞ୍ଜରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ପଠା ଯାଇ ଚଢ଼ା ଦରରେ ବିକ୍ରି କରାଯାଉଥିବା ଅବକାରୀ ବିଭାଗ ସୂଚନା ଦେଇଛି ।  ଯୁବ ସମାଜକୁ ଆକୃଷ୍ଟ କରିବାକୁ ମଦ ମାଫିଆ ଏପରି ଚାଲ କରୁଥିବା ମୟୂରଭଞ୍ଜ ଅବକାରୀ ବିଭାଗ ଅଧୀକ୍ଷକ ଅଶୋକ କୁମାର ସେଠ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story