ଗୋଲାପ ଡେ’ରେ ଗୁଳି ବାଜିବା ଘଟଣାରେ ବଦଳିଲା କାହାଣୀ: ଘଟଣା ଦିନ ଆଶିଷଙ୍କ ସହ କ’ଣ କରୁଥିଲେ ପ୍ରଦୀପ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଯୁବତୀଙ୍କୁ ଗୁଳି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି।  ଗିରଫ ଅଭିଯୁକ୍ତଙ୍କ ନାଁ ହେଉଛି ପ୍ରଦୀପ ଅଗସ୍ତି।  ସେ ବିବାହିତ। କେବଳ ଆଶିଷ ନୁହେଁ,  ପ୍ରଦୀପ ମଧ୍ୟ  ଗୁଳିମାଡ ବେଳେ ସେ ଯୁବତୀଙ୍କ ରୁମରେ ମଧ୍ୟ ଥିଲେ।  ଗୁଳିମାଡ ଘଟଣାରେ ପ୍ରମାଣ ନଷ୍ଟ କରିବା ସହ ଅଭିଯୁକ୍ତ ଆଶିଷଙ୍କୁ ସହାୟତା କରିଥିବାରୁ  ସେ ଗିରଫ ହୋଇଛନ୍ତି। ଏପଟେ ଯୁବତୀଙ୍କ ପରିବାର ଲୋକେ  ତାଙ୍କ ଝିଅ ସୋନାଲିକୁ  ମାରିବା ପାଇଁ ଯୋଜନା କରାଯାଇଥିବା […]

v-909

v-909

Tapas Behera
  • Published: Thursday, 13 February 2020
  • Updated: 13 February 2020, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଯୁବତୀଙ୍କୁ ଗୁଳି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି।  ଗିରଫ ଅଭିଯୁକ୍ତଙ୍କ ନାଁ ହେଉଛି ପ୍ରଦୀପ ଅଗସ୍ତି।  ସେ ବିବାହିତ। କେବଳ ଆଶିଷ ନୁହେଁ,  ପ୍ରଦୀପ ମଧ୍ୟ  ଗୁଳିମାଡ ବେଳେ ସେ ଯୁବତୀଙ୍କ ରୁମରେ ମଧ୍ୟ ଥିଲେ।  ଗୁଳିମାଡ ଘଟଣାରେ ପ୍ରମାଣ ନଷ୍ଟ କରିବା ସହ ଅଭିଯୁକ୍ତ ଆଶିଷଙ୍କୁ ସହାୟତା କରିଥିବାରୁ  ସେ ଗିରଫ ହୋଇଛନ୍ତି।

ଏପଟେ ଯୁବତୀଙ୍କ ପରିବାର ଲୋକେ  ତାଙ୍କ ଝିଅ ସୋନାଲିକୁ  ମାରିବା ପାଇଁ ଯୋଜନା କରାଯାଇଥିବା ଅଭିଯୋଗ କରିଛନ୍ତି।   ପ୍ରଦୀପ ଅଗସ୍ତୀ ଆଶିଷ ଜରିଆରେ ଝିଅ ସୋନାଲିକୁ ମାରିବାକୁ  ସୁପାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  ପ୍ରଦୀପର ପତ୍ନୀ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ।  ଯୁବତୀଙ୍କ ସହ ପ୍ରଦୀପଙ୍କର ପୂର୍ବରୁ ପରିଚିତ ଥିଲା।   ଯୁବତୀ ଜଣଙ୍କ ପ୍ରଦୀପଙ୍କୁ ବିରୋଧ କରୁଥିବାରୁ ପ୍ରଦୀପ ରାଗ ରଖି  ଏପରି କରିଥାଇପାରେ ବୋଲି ଅଭିଯୋଗ ହୋଇଛି।  ତେବେ ପୁଲିସ ପରିବାର ଲୋକଙ୍କ ଏ ସଂପର୍କୀତ କୌଣସି  ଅଭିଯୋଗର ଲିଙ୍କ୍ ପାଇନାହିଁ । ତେବେ ଆଶିଷ ବନ୍ଧୁକ ଦେଖାଉ ଥିବାବେଳେ ଗୁଳି ଫୁଟିଥିଲା ପୁଲିସ କହୁଛି ।  ତେବେ ଏଯାଁଏ ପୁଲିସ ବନ୍ଧୁକକୁ ଜବତ କରିପାରିନି।

ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ଭୁବନେଶ୍ୱରରେ ଶିଶୁ ବିହାରଠାରେ ଯୁବତୀଙ୍କୁ ଗୁଳିମାଡ଼ ହୋଇଥିଲା। ପୁଲିସ କହିବା ଅନୁଯାୟୀ, ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁଥିଲା ବେଳେ ଅକସ୍ମାତ ଫୁଟିଥିଲା ଗୁଳି। ଜେରା ପରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଶିଷ ନାୟକଙ୍କୁ ଗିରଫ କରାଯାଇଥିଲା। ଶିଶୁ ବିହାରଠାରେ ରହୁଥିବା ଯୁବତୀଙ୍କ ନିକଟକୁ ଆସିଥିଲା ଆଶିଷ। ଅଭିଯୁକ୍ତଙ୍କ ନାମରେ ଅପରାଧିକ ରେକର୍ଡ ମଧ୍ୟ ରହିଛି । ବନ୍ଧୁକରେ ଉଭୟ ଖେଳୁଥିବା ବେଳେ ଗୁଳି ଫୁଟିଥିବା ଡିସିପି କହିଥିଲେ। ଗୋଟିଏ ଗୁଳି ଜଂଘରେ ପଶି ଆର ଗୋଡ଼ରେ ପଶିଯାଇଥିଲା। ତେବେ ଆଜିର ପରିବାର ଲୋକଙ୍କ ଅଭିଯୋଗ ପୁଣି ଥରେ ଏହି ମାମଲାର ଟ୍ୱିଷ୍ଟ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story