ନୂଆବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ: ଆସୁଛି ନୂଆ ବର୍ଷ। ଏହି ସମୟରେ ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଲାଗିବ ଭିଡ଼। ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ପୁରୀ ପୋଲିସ। ଚାରି ଦ୍ୱାରରେ ବ୍ୟାଗେଜ୍ ସ୍କାନର ସହ ଭିତର ଓ ବାହାର ବେଢ଼ାରେ ସିସିଟିଭି କ୍ୟାମେରା ଲାଗିଛି। ୱାଚ୍ ଟାୱାରରେ ପୋଲିସ ମୁତୟନ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ଭିଡ଼ବେଳେ ଦଳାଚକଟା  ହୋଇ ଅଘଟଣ ଘଟିଲେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୀମା […]

puri

puri

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 04:31 AM IST

Sports

Latest News

puriପୁରୀ: ଆସୁଛି ନୂଆ ବର୍ଷ। ଏହି ସମୟରେ ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଲାଗିବ ଭିଡ଼। ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ପୁରୀ ପୋଲିସ। ଚାରି ଦ୍ୱାରରେ ବ୍ୟାଗେଜ୍ ସ୍କାନର ସହ ଭିତର ଓ ବାହାର ବେଢ଼ାରେ ସିସିଟିଭି କ୍ୟାମେରା ଲାଗିଛି। ୱାଚ୍ ଟାୱାରରେ ପୋଲିସ ମୁତୟନ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସେପଟେ ଭିଡ଼ବେଳେ ଦଳାଚକଟା  ହୋଇ ଅଘଟଣ ଘଟିଲେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୀମା ବ୍ୟବସ୍ଥା ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story