ଭୁବନେଶ୍ୱରରୁ ୩୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୨୬ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନରୁ ୮୩ ଓ ଲୋକାଲ କଣ୍ଟାକ୍ଟ କେସ-୨୨୬ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 8th Oct 2020(till 9am). pic.twitter.com/Q7uxYMCSbm — […]

bmc

bmc

Manoranjan Sial
  • Published: Thursday, 08 October 2020
  • Updated: 08 October 2020, 06:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନରୁ ୮୩ ଓ ଲୋକାଲ କଣ୍ଟାକ୍ଟ କେସ-୨୨୬ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1314169252354555905?s=20

ବଡ଼ଗଡ଼ରୁ ୩, ଚନ୍ଦ୍ରଶେଖରପୁରରୁ ୫, ଧର୍ମବିହାରରୁ ୩, ଡୁମ୍‌ଡୁମାରୁ ୫, ଶୈଳଶ୍ରୀ ବିହାରରୁ ୮, ନୟାପଲ୍ଲୀରୁ ୨୧, ଶ୍ରୀ ବିହାରରୁ ୩, ଖଣ୍ଡଗିରିରୁ ୩, କଳ୍ପନା ଛକରୁ ୨, କଳିଙ୍ଗ ବିହାରରୁ ୭, ଝାରପଡ଼ାରୁ ୫, ଜୟଦେବ ବିହାରରୁ ୪, ଆଇଆର୍‌ସି ଭିଲେଜରୁ ୪, ଘାଟିକିଆରୁ ୪, କୋଳଥିଆରୁ ୩, ଲକ୍ଷ୍ମୀ ସାଗରରୁ ୪, ମୈତ୍ରି ବିହାରରୁ ୪, ନୀଳକଣ୍ଠ ନଗରରୁ ୩, ରସୁଲଗଡ଼ରୁ ୮, ୟୁନିଟ୍‌-୧ରୁ ୪, ଓଲ୍‌ଡ ଟାଉନ୍‌ରୁ ୧୦, ପଟିଆରୁ ୧୦, ୟୁନିଟ୍‌-୮ରୁ ୩, ସହିଦ୍‌ ନଗରରୁ ୪, ରେଣ୍ଟାଲ୍‌ କଲୋନୀରୁ ୪, ଭିଏସ୍‌ଏସ୍‌ ନଗରରୁ ୭, ପ୍ରଶାନ୍ତ ବିହାରରୁ ୩, ପୋଖରୀପୁଟ୍‌ରୁ ୫, ପାତ୍ରପଡ଼ାରୁ ୫, ସୁନ୍ଦରପଦାରୁ ୫ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୪୫୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୮୮୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୫୧୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story