ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୮ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୮୩ ଓ ଲୋକାଲ କଣ୍ଟାକ୍ଟ କେସ ୨୩୮ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛି। Update on newly detected #COVID19 cases in the last 24 hrs under the BMC area on 10th Oct 2020(till 9am). pic.twitter.com/qyXXMuEaIy […]

bmc

bmc

Manoranjan Sial
  • Published: Saturday, 10 October 2020
  • Updated: 10 October 2020, 05:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୮୩ ଓ ଲୋକାଲ କଣ୍ଟାକ୍ଟ କେସ ୨୩୮ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛି।

https://twitter.com/bmcbbsr/status/1314887173959639042?s=20

ଆଚାର୍ଯ୍ୟ ବିହାରରୁ ୬, ବମିଖାଲରୁ ୯, ଚନ୍ଦ୍ରଶେଖରପୁରରୁ ୭, ଭରତପୁରରୁ ୪, ଡୁମ୍‌ଡୁମାରୁ ୫, ପଟିଆରୁ ୧୩, ରସୁଲଗଡ଼ରୁ ୧୩, ଲକ୍ଷ୍ମୀସାଗରରୁ ୫, ଝାରପଡ଼ାରୁ ୫, ବରମୁଣ୍ଡାରୁ ୭, ଶୈଳଶ୍ରୀ ବିହାରରୁ ୯, ମଞ୍ଚେଶ୍ୱରରୁ ୯, ନୟାପଲ୍ଲିରୁ ୭, ପଳାସପଲ୍ଲୀରୁ ୪, ପାତ୍ରପଡ଼ାରୁ ୫, ସହିଦ ନଗରରୁ ୪, ଓଲ୍‌ଡ ଟାଉନ୍‌ରୁ ୧୨, ୟୁନିଟ୍‌-୮ରୁ ୫, ସୁନ୍ଦରପଦାରୁ ୬, ନୀଳାଦ୍ରି ବିହାରରୁ ୯ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୫୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୫୪୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୪୯୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story