ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୮୩ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୨୩ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୩ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୫୦୬ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଅଶୋକ ନଗରରୁ ୩, ଚକେଇଶିଆଣିରୁ ୪, ସିଆର୍‌ପିଏଫ୍‌ କ୍ୟାମ୍ପସରୁ ୫, ଚନ୍ଦ୍ରଶେଖରପୁରରୁ ୩, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୧୦, ଖଣ୍ଡଗିରିରୁ ୪, କପିଳେଶ୍ୱରରୁ ୩, ଜୟଦେବ ବିହାରରୁ ୩, ଆଇଆର୍‌ସି ଭିଲେଜରୁ ୪, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୩, ନୀଳାଦ୍ରି ବିହାରରୁ ୪, ରସୁଲଗଡ଼ରୁ ୫, ୟୁନିଟ୍‌-୯ରୁ ୭, ୟୁନିଟ୍‌-୨ରୁ ୩, ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ୫, ସତ୍ୟନଗରରୁ ୩, ଶୈଳଶ୍ରୀ ବିହାରରୁ ୪ ଓ ସହିଦ ନଗରରୁ ୭  ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୮୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୯୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୮୭୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କଲେ ମୋଦି ସରକାର

କରୋନା ଟିକାର ପରୀକ୍ଷା ପାଇଁ ଜାଣିଶୁଣି ଲୋକଙ୍କୁ ସଂକ୍ରମିତ କରିବ ଏହି ଦେଶ

ଦୁଃଖ ଦେଉଛି ଗାଟେଣୀ ନଦୀ; ବର୍ଷା ବଢ଼ିଲେ ବଢ଼ୁଛି ଚିନ୍ତା

ଭାରତ ଗସ୍ତରେ ଆସିବେ ଟ୍ରମ୍ପଙ୍କ ଦୁଇ ପ୍ରମୁଖ ମନ୍ତ୍ରୀ

ସିନ୍ଧ ପୁଲିସ ମୁଖ୍ୟଙ୍କୁ ପାକିସ୍ତାନ ସେନାର ଅପହରଣ ଅଭିଯୋଗ, କରାଚିରେ ‘ଗୃହଯୁଦ୍ଧ’

ଚାଇନିଜ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା

ଘର ବାହାରେ ଛିଡ଼ା ହୋଇଥିଲେ, ତୀର ମାଡ଼ରେ ଟଳିପଡ଼ିଲେ

ଲାଲ୍‌ବାହିନୀର ବର୍ବର କାଣ୍ଡ; ଇନଫର୍ମର ସନ୍ଦେହରେ ମୁଣ୍ଡ ଗଡ଼ାଇଲେ

ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ