ଭୁବନେଶ୍ୱରରେ କରୋନା ସ୍ଥିତି: ୟୁନିଟ୍‌-୯ରୁ ୧୭, ୟୁନିଟ୍‌-୮ ଓ ଶୈଳଶ୍ରୀ ବିହାରରୁ ୧୨ ଲେଖାଏଁ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୬୨ ଓ ଲୋକାଲ କଣ୍ଟାକ୍ଟ କେସ ୨୫୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 27th Sep 2020(till 9am). […]

bmc

bmc

Manoranjan Sial
  • Published: Sunday, 27 September 2020
  • Updated: 27 September 2020, 04:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୬୨ ଓ ଲୋକାଲ କଣ୍ଟାକ୍ଟ କେସ ୨୫୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1310160791044124672?s=20

ବଡ଼ଗଡ଼ରୁ ୩, ବାପୁଜି ନଗରରୁ ୪, ବରମୁଣ୍ଡାରୁ ୯, ବିଜେବି ନଗରରୁ ୩, ଚକେଇଶିଆଣୀରୁ ୫, ଚନ୍ଦ୍ରଶେଖରପୁରରୁ ୧୦, ସତ୍ୟନଗରରୁ ୪, ୟୁନିଟ୍‌-୨ରୁ ୮, ସହିଦ୍‌ ନଗରରୁ ୧୧, ୟୁନିଟ୍‌-୮ରୁ ୧୨, ସୁନ୍ଦରପଦାରୁ ୩, ଝାରପଡ଼ାରୁ ୬, ଜୟଦେବ ବିହାରରୁ ୪, ଜାମଝରୀରୁ ୪, ଆଇଆର୍‌ସି ଭିଲେଜରୁ ୬, ଘାଟିକିଆରୁ ୩, ଗେରେଜ ଛକରୁ ୪, ଫରେଷ୍ଟ ପାର୍କରୁ ୪, ମଞ୍ଚେଶ୍ୱରରୁ ୬, ନୟାପଲ୍ଲୀରୁ ୯, ଓଲ୍‌ଡ ଷ୍ଟେସନ୍‌ ବଜାରରୁ ୪, ଓଲ୍‌ଡ ଟାଉନ୍‌ରୁ ୪, ୟୁନିଟ-୩ରୁ ୪, ଶୈଳଶ୍ରୀ ବିହାରରୁ ୧୨, ୟୁନିଟ୍‌-୯ରୁ ୧୭, ରସୁଲଗଡ଼ରୁ ୪, ପଟିଆରୁ ୮ ପ୍ରମୁଖ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୦୮୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୧୭୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୭୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story