ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗରରୁ ଆଜି ଆଉ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୭୩ ଓ ଲୋକାଲ କଣ୍ଟାକ୍ଟ କେସ ୨୫୬ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୯୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 29th Sep 2020(till 9am). Further contact […]

bmc

bmc

Manoranjan Sial
  • Published: Tuesday, 29 September 2020
  • Updated: 29 September 2020, 06:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗରରୁ ଆଜି ଆଉ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୭୩ ଓ ଲୋକାଲ କଣ୍ଟାକ୍ଟ କେସ ୨୫୬ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୯୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1310919924466855938?s=20

ବଡ଼ଗଡ଼ରୁ ୮, ବରମୁଣ୍ଡାରୁ ୪, ବିଜେବି ନଗରରୁ ୫, ବମିଖାଲ୍‌ରୁ ୪, ସହିଦ ନଗରରୁ ୧୦, ସାମନ୍ତରାପୁରରୁ ୪, ପଟିଆରୁ ୧୦, ନୟାପଲ୍ଲୀରୁ ୧୯, ରସୁଲଗଡ଼ରୁ ୧୪, ସୁନ୍ଦରପଦାରୁ ୭, ଲକ୍ଷ୍ମୀସାଗରରୁ ୬, ଶୈଳଶ୍ରୀ ବିହାରରୁ ୫, ଆଇଆର୍‌ସି ଭିଲେଜରୁ ୪, ହଂସପାଳରୁ ୩, ଘାଟିକିଆରୁ ୩, ଗଙ୍ଗନଗରରୁ ୪, ଡୁମ୍‌ଡୁମାରୁ ୬, ଚନ୍ଦ୍ରଶେଖରପରରୁ ୫, ଝାରପଡ଼ାରୁ ୬, ୟୁନିଟ-୬ରୁ ୪, ଓଲଡ୍‌ ଟାଉନ୍‌ରୁ ୧୧, ୟୁନିଟ୍‌-୯ରୁ ୧୫, ୟୁନିଟ୍‌-୮ରୁ ୫, ୟୁନିଟ-୪ରୁ ୬, ଭିଏସ୍‌ଏସ୍‌ ନଗରରୁ ୮, ପୋଖରୀପୁଟରୁ ୬, ପଳାସପଲ୍ଲୀରୁ ୩, ନୀଳାଦ୍ରି ବିହାରରୁ ୭ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୧୫୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୮୯୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୫୨୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos