ଭୁବନେଶ୍ୱରରୁ ୩୬୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୯୪ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗରରୁ ୩୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେଥିରୁ ଲୋକାଲ କେସ୍‌ ୨୯୪ ଓ କ୍ୱାରେଣ୍ଟାଇନ୍‌ରୁ ୭୫ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 30th Sep 2020(till 9am). Further […]

bmc

bmc

Manoranjan Sial
  • Published: Wednesday, 30 September 2020
  • Updated: 30 September 2020, 06:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗରରୁ ୩୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେଥିରୁ ଲୋକାଲ କେସ୍‌ ୨୯୪ ଓ କ୍ୱାରେଣ୍ଟାଇନ୍‌ରୁ ୭୫ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1311277087064428544?s=20

ବଡ଼ଗଡ଼ରୁ ୬, ଆଇଗିଣିଆରୁ ୩, ବରମୁଣ୍ଡାରୁ ୫, ବମିଖାଲରୁ ୧୦, ଚକେଇଶିଆଣୀରୁ ୪, ୟୁନିଟ୍‌-୨ରୁ ୫, ଟଙ୍କପାଣି ରୋଡ୍‌ରୁ ୫, ସହିଦ ନଗରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, କଳିଙ୍ଗନଗରରୁ ୪, ଝାରପଡ଼ାରୁ ୫, ଜଗନ୍ନାଥ ନଗରରୁ ୫, ଜାଗମରାରୁ ୪, ଆଇଆର୍‌ସି ଭିଲେଜରୁ ୬, ଗଡ଼କଣ୍ଟରୁ ୪, ଡୁମ୍‌ଡୁମାରୁ ୫, ଖଣ୍ଡଗିରିରୁ ୫, ଲକ୍ଷ୍ମୀସାଗରରୁ ୯, ମଧୁସୂଦନ ନଗରରୁ ୪, ନୟାପଲ୍ଲୀରୁ ୮, ନୀଳାଦ୍ରି ବିହାରରୁ ୭, ଓଲଡ୍‌ ଟାଉନ୍‌ରୁ ୫, ପଳାସପଲ୍ଲୀରୁ ୬, ୟୁନିଟ୍‌-୮ରୁ ୬, ୟୁନିଟ୍‌-୯ରୁ ୬, ଶୈଳଶ୍ରୀ ବିହାରରୁ ୨୩, ଭିଏସ୍‌ଏସ୍‌ ନଗରରୁ ୮, ସୁନ୍ଦରପଦାରୁ ୪, ରସୁଲଗଡ଼ରୁ ୧୨, ପୋଖରୀପୁଟରୁ ୯ ଓ ପଟିଆରୁ ୧୨ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୧୮୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୨୪୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୩୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story