ବାରକୋଟରେ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ରାସ୍ତା ଅବରୋଧ

ପାଲଲହଡ଼ା: ୩ ଦଫା ଦାବିରେ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ଆଜି ଦେବଗଡ଼ ଜିଲ୍ଲାର ବାରକୋଟରେ ୪୯ ନମ୍ୱର ଜାତୀୟ ରାଜପଥକୁ ୧୨ ଘଣ୍ଟିଆ ଅବରୋଧ କରିଛନ୍ତି।  ଫଳରେ  ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଏହି ରାସ୍ତା ମୁମ୍ୱାଇ-କୋଲକତାକୁ ସଂଯୋଗ କରୁଛି। ସମିତିର ସଭାପତି ନେତ୍ରାନନ୍ଦ ସାମଲଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଛି।

କ୍ଷତି ପୂରଣ ପାଇବା ପାଇଁ ଟଙ୍କା ଅଭାବରୁ କୋର୍ଟକୁ ଯାଇ ପାରି ନ ଥିବା ଲୋକଙ୍କୁ ଏକର ପିଛା ୫୦ ହଜାର ଟଙ୍କା କ୍ଷତି ପୂରଣ ଦିଆଯାଉ। ସମସ୍ତ ଅଧିଗ୍ରହଣ ଜମିକୁ  କ୍ଷତି ପୂରଣ ଦିଆଯାଉ। ଏହାସହ ସେମାନଙ୍କୁ ସଂପୂର୍ଣ୍ଣ ଥଇଥାନ କରାଯାଉ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି।

ଘଟଣାସ୍ଥଳରେ ବାରକୋଟ ତହସିଲଦାର ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

Ordigital Desk
• Published: Friday, 10 November 2017
• Updated: 10 November 2017, 09:43 AM IST

Sports

Latest News

ପାଲଲହଡ଼ା: ୩ ଦଫା ଦାବିରେ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ଆଜି ଦେବଗଡ଼ ଜିଲ୍ଲାର ବାରକୋଟରେ ୪୯ ନମ୍ୱର ଜାତୀୟ ରାଜପଥକୁ ୧୨ ଘଣ୍ଟିଆ ଅବରୋଧ କରିଛନ୍ତି।  ଫଳରେ  ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଏହି ରାସ୍ତା ମୁମ୍ୱାଇ-କୋଲକତାକୁ ସଂଯୋଗ କରୁଛି। ସମିତିର ସଭାପତି ନେତ୍ରାନନ୍ଦ ସାମଲଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଛି।

କ୍ଷତି ପୂରଣ ପାଇବା ପାଇଁ ଟଙ୍କା ଅଭାବରୁ କୋର୍ଟକୁ ଯାଇ ପାରି ନ ଥିବା ଲୋକଙ୍କୁ ଏକର ପିଛା ୫୦ ହଜାର ଟଙ୍କା କ୍ଷତି ପୂରଣ ଦିଆଯାଉ। ସମସ୍ତ ଅଧିଗ୍ରହଣ ଜମିକୁ  କ୍ଷତି ପୂରଣ ଦିଆଯାଉ। ଏହାସହ ସେମାନଙ୍କୁ ସଂପୂର୍ଣ୍ଣ ଥଇଥାନ କରାଯାଉ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି।

ଘଟଣାସ୍ଥଳରେ ବାରକୋଟ ତହସିଲଦାର ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos