ନୀଳାଦ୍ରିବିଜେ ବିଶୃଙ୍ଖଳା: ୧୧ ସେବାୟତଙ୍କୁ ସର୍ତ୍ତମୂଳକ ଜାମିନ୍‌

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ୧୧ ସେବାୟତଙ୍କୁ ଆଜି ସର୍ତ୍ତମୂଳକ ଜାମିନ୍‌ ମିଳିଛି। ପୁରୀ ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କାର ବେଲ୍‌ ବଣ୍ଡ ଓ ଦୁଇ ଜଣ ଜାମିନଦାରଙ୍କ ମୁଚାଲିକାରେ ଏମାନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ସାକ୍ଷୀଙ୍କୁ ଧମକଚମକ ନ ଦେବା ଓ ତଦନ୍ତକାରୀ ଅଫିସରଙ୍କ ନିକଟରେ ପ୍ରତି ଶନିବାର ହାଜର ହେବା ସର୍ତ୍ତରେ ସେବାୟତମାନଙ୍କୁ ଜାମିନ ମିଳିଛି। ଜାମିନ୍ ପାଇଥିବା ସେବାୟତମାନେ ହେଲେ ବୃନ୍ଦାବନ ପୂଜାପଣ୍ଡା, ମଧୁସୂଦନ […]

sebayata

sebayata

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 09:26 PM IST

Sports

Latest News

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ୧୧ ସେବାୟତଙ୍କୁ ଆଜି ସର୍ତ୍ତମୂଳକ ଜାମିନ୍‌ ମିଳିଛି। ପୁରୀ ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କାର ବେଲ୍‌ ବଣ୍ଡ ଓ ଦୁଇ ଜଣ ଜାମିନଦାରଙ୍କ ମୁଚାଲିକାରେ ଏମାନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ସାକ୍ଷୀଙ୍କୁ ଧମକଚମକ ନ ଦେବା ଓ ତଦନ୍ତକାରୀ ଅଫିସରଙ୍କ ନିକଟରେ ପ୍ରତି ଶନିବାର ହାଜର ହେବା ସର୍ତ୍ତରେ ସେବାୟତମାନଙ୍କୁ ଜାମିନ ମିଳିଛି।

ଜାମିନ୍ ପାଇଥିବା ସେବାୟତମାନେ ହେଲେ ବୃନ୍ଦାବନ ପୂଜାପଣ୍ଡା, ମଧୁସୂଦନ ଖୁଣ୍ଟିଆ, ସୂର୍ଯ୍ୟନାରାୟଣ ପ୍ରତିହାରୀ, ରଘୁନାଥ ଖୁଣ୍ଟିଆ, ମଦନମୋହନ ଖୁଣ୍ଟିଆ, ଶଙ୍କର ପଲଙ୍କଧାରୀ, ରବି ନାରାୟଣ ଖୁଣ୍ଟିଆ, ହରିହର ପତ୍ରୀ, ଜୟକୃଷ୍ଣ ମହାପାତ୍ର, ରାମନାରାୟଣ ଖୁଣ୍ଟିଆ ଏବଂ ସୂର୍ଯ୍ୟନାରାୟଣ ପୂଜାପଣ୍ଡା।

ଅନ୍ୟଜଣେ ସେବାୟତ ସଂଜୟ ଖୁଣ୍ଟିଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ତାଙ୍କ କଥା ବିଚାରକୁ ନିଆଯାଇନି। ସେପଟେ ପଳାତକ ଘୋଷିତ ୮ ସେବାୟତ ଏବେ ବି ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story