ଛାତ୍ରୀଙ୍କ ଓଢ଼ଣୀ ଭିଡି ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲେ ଶିକ୍ଷକ, ହେଲେ ନିଲମ୍ବିତ

ନୀଳଗିରି (ବିଶ୍ୱମ୍ୱର ଦାସ): ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ। ଏ ସମ୍ପର୍କରେ ବିଦ୍ୟାଳୟ କାନ୍ଥରେ ଲେଖାଯାଇଛି। ଏହା ସତ୍ତ୍ୱେ ଶିକ୍ଷକଙ୍କ ଚେତା ପଶୁନି। ବିଦ୍ୟାଳୟରେ ଓଢ଼ଣୀରେ ଛାତ୍ରୀଙ୍କ ତଣ୍ଟି ଭିଡି ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି। ଅଭିଯୋଗରୁ ପ୍ରକାଶ, ଔପଦା ଥାନା ପଣ୍ଡୁଆ ୟୁଜିୟୁପି ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି ପଣ୍ଡୁଆ ଗାଁର ସଞ୍ଜୟ ପାଢ଼ୀଙ୍କ ଝିଅ। […]

nilgiri

nilgiri

Manoranjan Sial
  • Published: Saturday, 02 November 2019
  • Updated: 02 November 2019, 06:22 PM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ। ଏ ସମ୍ପର୍କରେ ବିଦ୍ୟାଳୟ କାନ୍ଥରେ ଲେଖାଯାଇଛି। ଏହା ସତ୍ତ୍ୱେ ଶିକ୍ଷକଙ୍କ ଚେତା ପଶୁନି। ବିଦ୍ୟାଳୟରେ ଓଢ଼ଣୀରେ ଛାତ୍ରୀଙ୍କ ତଣ୍ଟି ଭିଡି ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି।

ଅଭିଯୋଗରୁ ପ୍ରକାଶ, ଔପଦା ଥାନା ପଣ୍ଡୁଆ ୟୁଜିୟୁପି ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି ପଣ୍ଡୁଆ ଗାଁର ସଞ୍ଜୟ ପାଢ଼ୀଙ୍କ ଝିଅ। ସବୁଦିନ ପରି ଗତ ୩୦ ତାରିଖରେ ସେ ସ୍କୁଲ ଯାଇଥିଲା। ସେଦିନ ସେ ସାଥୀମାନଙ୍କ ସହ ଶ୍ରେଣୀ ଗୃହରେ ବସିଥିଲେ। ଏହି ସମୟରେ ଶିକ୍ଷକ ସୁଦାମ ଚରଣ ସେଠି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରୁଥିଲେ। ଏପରିକି ଛାତ୍ରୀଙ୍କ ବେକରେ ପଡ଼ିଥିବା ଓଢଣୀକୁ ଭିଡି ଧରିବା ସହ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ସ୍କୁଲ ଛୁଟି ହେବା ପରେ ଝିଅଟି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ସଞ୍ଜୟ ଏନେଇ ଔପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଶିକ୍ଷା ବିଭାଗକୁ ଜଣାଇଥିଲା। ୩୧ ତାରିଖରେ ବିଇଓ ଓ ଏବିଓ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିଥିଲେ। ଆଜି ଶିକ୍ଷକ ସୁଦାମ ଚରଣ ସେଠିଙ୍କୁ ସସ୍‌ପେଣ୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story