‘ସେ କାଲି ଆମ ବୋହୂ ଥିଲେ, ଆଜି ତାଙ୍କ ଘରକୁ ଯାଇଛନ୍ତି’

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ରାଜ୍ୟ ପାଇଁ ଏବେ ବିଜେପୁର ହୋଇଛି ଟପ୍‌ ଇଲେକ୍ସନ୍‌ ବେଟଲ୍‌ ଫିଲ୍ଡ। କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ବିଜେଡି ପୁଣିଥରେ ରୀତା ସାହୁଙ୍କୁ ନିଜର ପ୍ରାର୍ଥୀ କରିଛି। ତେବେ ଏ ସଂପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ନିଜର ପ୍ରତିକ୍ରିୟାରେ ନିରଞ୍ଜନ କହିଛନ୍ତି,  “ସେ କାଲି ଆମ ବୋହୂ ଥିଲେ, ଆଜି ତାଙ୍କ ଘରକୁ ଯାଇଛନ୍ତି। କିନ୍ତୁ ସବୁବେଳେ ସିମ୍ପାଥି ନଥାଏ। ନବୀନ ବାବୁ କେତେଦିନ ବିଜେପୁର […]

rira-shaoo-1

rira-shaoo-1

Tapas Behera
  • Published: Saturday, 28 September 2019
  • Updated: 28 September 2019, 04:35 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ରାଜ୍ୟ ପାଇଁ ଏବେ ବିଜେପୁର ହୋଇଛି ଟପ୍‌ ଇଲେକ୍ସନ୍‌ ବେଟଲ୍‌ ଫିଲ୍ଡ। କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ବିଜେଡି ପୁଣିଥରେ ରୀତା ସାହୁଙ୍କୁ ନିଜର ପ୍ରାର୍ଥୀ କରିଛି। ତେବେ ଏ ସଂପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।

ନିଜର ପ୍ରତିକ୍ରିୟାରେ ନିରଞ୍ଜନ କହିଛନ୍ତି,  “ସେ କାଲି ଆମ ବୋହୂ ଥିଲେ, ଆଜି ତାଙ୍କ ଘରକୁ ଯାଇଛନ୍ତି। କିନ୍ତୁ ସବୁବେଳେ ସିମ୍ପାଥି ନଥାଏ। ନବୀନ ବାବୁ କେତେଦିନ ବିଜେପୁର ବାସୀଙ୍କୁ ପ୍ରତାରିତ କରିବେ। ଲୋକେ ବିଚାର କରିବେ ବୋଲି ସେ କହିଛନ୍ତି।” ଏହାସହ ବିଜେପୁର ପାଇଁ ପାଣ୍ଠି ସଂଗ୍ରହ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ଆଜି ନଗଦ ୧୦ହଜାର ଟଙ୍କା ଆସିଛି। ଗତକାଲି ୭୫ହଜାର ଟଙ୍କା ଆସିବା ପାଇଁ ପ୍ରତିଶ୍ରୁତି ମିଳିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story