ନିର୍ମାଣ ଶ୍ରମିକଙ୍କ ପାଇଁ ପକ୍କା ଘର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୧୬। ଏହି ଅବସରରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକଙ୍କ ପାଇଁ ପକ୍କା ଘର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସମସ୍ତ ନିର୍ମାଣ ଶ୍ରମିକ ଘର ପାଆନ୍ତୁ ବୋଲି ତାଙ୍କ ସରକାର ଚାହୁଁଛନ୍ତି। ଏହି ଯୋଜନା ମାଧ୍ୟମରେ ଘର ନିର୍ମାଣ କରିବା ପାଇଁ ପଞ୍ଜିକୃତ ନିର୍ମାଣ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ […]

chief-minister

chief-minister

Rakesh Mallick
  • Published: Saturday, 20 February 2016
  • Updated: 20 February 2016, 09:49 AM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୧୬। ଏହି ଅବସରରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକଙ୍କ ପାଇଁ ପକ୍କା ଘର ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସମସ୍ତ ନିର୍ମାଣ ଶ୍ରମିକ ଘର ପାଆନ୍ତୁ ବୋଲି ତାଙ୍କ ସରକାର ଚାହୁଁଛନ୍ତି। ଏହି ଯୋଜନା ମାଧ୍ୟମରେ ଘର ନିର୍ମାଣ କରିବା ପାଇଁ ପଞ୍ଜିକୃତ ନିର୍ମାଣ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ,ନିର୍ମାଣ ଶ୍ରମକଙ୍କ ବିକାଶ କରିବା ଦିଗରେ ସାରା ଦେଶରେ ଓଡ଼ିଶା ଏକ ରୋଲ୍ ମଡେଲ୍ ହୋଇପାରିଛି। ନିର୍ମାଣ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ନିର୍ମାଣ ଶ୍ରମିକମାନଙ୍କ ପିଲାମାନଙ୍କ ପାଠପଢ଼ାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଆଦି ପାଇଁ ସରକାର ଅନେକ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨.୬ ଲକ୍ଷ ନିର୍ମାଣ ଶ୍ରମିକ ନାମ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨.୫ ଲକ୍ଷ୍ୟ ହିତାଧିକାରୀ ବିଭିନ୍ନ କ୍ଷେତ୍ରରେ ୯୦ କୋଟି ଟଙ୍କାର ସହାୟତା ପାଇ ସାରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନିର୍ମାଣ ଶ୍ରମିକମାନଙ୍କୁ କୁଶଳୀ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। କାରଣ ସ୍କିଲ୍ ବଢ଼ିଲେ ପାଉଣା ବି ବଢ଼ିବ। ଏଥିପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ଟି ତାଲିମ୍‌ କେନ୍ଦ୍ର ଖୋଲା ଯିବ।

ସେହିପରି ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକମାନଙ୍କ ପାଇଁ ମଧ୍ୟ ସରକାର ଚିନ୍ତିତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ, ରାଜ୍ୟ ବାହାର ନିର୍ମାଣ ଶ୍ରମିକଙ୍କ ପାଇଁ ଚେନ୍ନାଇ ଓ ବେଙ୍ଗଲୁରର ଓଡ଼ିଆ ଶ୍ରମିକ ସଂଗଠନ ସହିତ ଚୁକ୍ତି କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧୨୦୦ ନିର୍ମାଣ ଶ୍ରମିକଙ୍କୁ ପକ୍କା ଘର ଯୋଜନାରେ ସାମିଲ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story