ସୌରଶକ୍ତିରେ ଚାଲିବ ରାଉରକେଲା ଏନ୍‌ଆଇଟି

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏଣିକି ସୌର ଉର୍ଜାରେ ଚାଲିବ। ବିଶ୍ୱରେ ବଢୁଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ଏନ୍‌ଆଇଟି ଏପରି ନିଷ୍ପତ୍ତି ନେଇଛି। ଏନ୍‌ଆଇଟିରେ ୧୦୨୦ କେଡ୍‌ବଲ୍ୟୁପି ରୁଫ୍‌ ଟପ୍‌ ସୋଲାର ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି। ଏଥିରେ ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରର ଚିଫ୍ ଏକଜିକ୍ୟୁଟିଭ ଅଫିସର ଦୀପକ ଛତ୍ତରାଜ ପ୍ରମୁଖ ଯୋଗଦେଇଥିଲେ। ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର ବିଶ୍ୱାସ କହିଛନ୍ତି-“ସୋଲାର ପ୍ଲାଣ୍ଟ ପାଇଁ ପାୱାର […]

Nit-Rourkela-to-run-on-solar-power-soon

Nit-Rourkela-to-run-on-solar-power-soon

Manoranjan Sial
  • Published: Monday, 24 June 2019
  • Updated: 24 June 2019, 06:47 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏଣିକି ସୌର ଉର୍ଜାରେ ଚାଲିବ। ବିଶ୍ୱରେ ବଢୁଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ଏନ୍‌ଆଇଟି ଏପରି ନିଷ୍ପତ୍ତି ନେଇଛି। ଏନ୍‌ଆଇଟିରେ ୧୦୨୦ କେଡ୍‌ବଲ୍ୟୁପି ରୁଫ୍‌ ଟପ୍‌ ସୋଲାର ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି। ଏଥିରେ ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରର ଚିଫ୍ ଏକଜିକ୍ୟୁଟିଭ ଅଫିସର ଦୀପକ ଛତ୍ତରାଜ ପ୍ରମୁଖ ଯୋଗଦେଇଥିଲେ।

ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର ବିଶ୍ୱାସ କହିଛନ୍ତି-“ସୋଲାର ପ୍ଲାଣ୍ଟ ପାଇଁ ପାୱାର ରୁଫ୍‌ ଟପ୍‌ ପ୍ରାଇଭେଟ ଲିମିଟେଡ୍‌ ସହ ଏନ୍‌ଆଇଟି ଚୁକ୍ତି କରିଛି। ଏବେ ତିନି ମେଗାୱାଟ୍‌ ପ୍ଲାଣ୍ଟ ଅବସ୍ଥାପିତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଦୁଇ ମେଗାୱାଟ୍‌ ପ୍ଲାଣ୍ଟ ସ୍ଥାପିତ କରାଯିବ। ବର୍ତ୍ତମାନ ଏହି ପ୍ଲାଣ୍ଟ ୨୫ ବର୍ଷ ପାଇଁ ସୌର ଉର୍ଜା ଯୋଗାଇବ। ଏହା ସୁସ୍ଥ ଓ ପ୍ରଦୂଷଣ ମୁକ୍ତ ଉର୍ଜା ପ୍ରଦାନ କରିବ। ଆମ ପରିବେଶକୁ ସୌର ଉର୍ଜା କ୍ଷତି ପହଞ୍ଚାଏ ନାହିଁ। ଏହା ନବୀକରଣ ହୋଇପାରୁଥିବା ଉର୍ଜାର ଉତ୍ସ।”

ଆର୍‌ଏସ୍‌ପିର ସିଇଓ ଦୀପକ ଛତ୍ତରାଜ କହିଛନ୍ତି, “ଏନ୍‌ଆଇଟିର ଏପରି କାର୍ଯ୍ୟ ପ୍ରଶଂସନୀୟ। ଏହି କାର୍ଯ୍ୟରେ ମୁଁ ସାମିଲ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛି।”

ଏନ୍‌ଆଇଟିର କୁଳସଚିବ ପ୍ରଦୀପ ଦାସ କହିଛନ୍ତି, “ଆଗକୁ ସଂସ୍ଥାନରେ ଅଧିକରୁ ଅଧିକ ସୌର ଉର୍ଜାର ବ୍ୟବହାର କରାଯିବ। ଷ୍ଟ୍ରିଟ୍‌ ଲାଇଟକୁ ସୌର ଚାଳିତ କରିବା ପାଇଁ ୨୦୦ ୟୁନିଟ ଲ୍ୟାମ୍ପ ପୋଷ୍ଟ ସ୍ଥାପିତ କରାଯିବ। ଏହାଦ୍ୱାରା ପ୍ରକୃତିର ସୁରକ୍ଷା ହେବ ଓ ଖର୍ଚ୍ଚ ମଧ୍ୟ କମ୍‌ କରାଯାଇ ପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story